Home » film actor
Barsha-Priyadarshini

ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ

କଟକ: ଓଡିଆ ସିନେଜଗତର ଲୋକପ୍ରିୟ ଯୋଡି ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମାନ୍ୟବର ଏସ୍‌ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡ୍‌ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ସାଂସଦ ଅନୁଭବଙ୍କ ପତ୍ନୀ। ସୂଚନାଅନୁଯାୟୀ,ସିଆରଏଏସି ନଂ, ୯୪/୨୦୨୦ରେ ପ୍ରୋଟେସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର…

Read More
Black panther

Black Panthar ଅଭିନେତା ଚାଡୱିକ୍ ବୋସମାନ୍ 43 ବର୍ଷ ବୟସରେ ମୃତ୍ୟୁ,କ୍ୟାନସରରେ ଥିଲେ ପୀଡ଼ିତ

ଲସଆଂଜେଲସ :ବ୍ଲାକ୍ ପାନ୍ଥର୍( Black Panther )ର  ଆକ୍ଟର  ଚାଡୱିକ୍ ବୋସମାନ୍ ( Chadwick Boseman )ଙ୍କ  କର୍କଟ କାରଣରୁ ଶନିବାର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚାଡୱିକ୍ ୪ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହ ଥିଲେ। ସୁପରଷ୍ଟାର ଅଭିନେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହା ବିବୃତ୍ତିରେ ଲେଖା ହୋଇଛି, ଜଣେ…

Read More
Reha and sushant sing rajput file

ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରଛନ୍ତି ,ଆସନ୍ତୁ ଜାଣିବା

ମୁମ୍ବାଇ: ଗତ ଜୁନ ମାସରେ ହୋଇଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ( Sushant Singh Rajput )ଙ୍କ ମୃତ୍ୟୁ ମାମଲାରେ ସିବିଆଇ ( CBI )ଶୁକ୍ରବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ସିବିଆଇର ଅନୁସନ୍ଧାନ ସାତ ଦିନ ଶେଷ ହୋଇଛି ଏବଂ ଆଜି ହେଉଛି ଅଷ୍ଟମ ଦିନ। ସୂଚନାନୁସାରେ  ସିବିଆଇ ପୁରା ମାମଲାରେ ପ୍ରଥମ ଥର ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ସୂତ୍ରରୁ ପ୍ରକାଶ ସିବିଆଇ ରିୟା ଚକ୍ରବର୍ତ୍ତୀ( Rhea Chakraborty…

Read More

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା : ସିବିଆଇ ତଦନ୍ତକୁ ନୀତୀଶ କୁମାରଙ୍କ ସୁପାରିଶ

ପାଟନା : ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ନିଶ୍ଚିତ କରିଛନ୍ତି। ଆଜି ବିହାର ସରକାର ସିବିଆଇ(CBI) ତଦନ୍ତ ପ୍ରକ୍ରିୟା ଶେଷ କରିବେ ବୋଲି ସେ କହିଛନ୍ତି। ତେବେ ପୋଲିସ ମୁଖ୍ୟାଳୟ ଏବଂ ଗୃହ ବିଭାଗ କାଗଜପତ୍ର ଶେଷ କରିବାକୁ ଦୁଇ ଦିନ ଲାଗିବ। ସୂଚନାନୁସାରେ, ମଙ୍ଗଳବାର ସକାଳେ ସୁଶାନ୍ତଙ୍କ ପିତା କେ.କେ ସିଂ ସିବିଆଇ ତଦନ୍ତ ପାଇଁ ରାଜ୍ୟ…

Read More

ଶ୍ରମିକମାନଙ୍କୁ କାମ ଖୋଜିବାରେ ସାହାଯ୍ୟ କରିବ ସୋନୁ ସୂଦ ଙ୍କ ‘ପ୍ରବାସୀ ରୋଜଗାର’ଆପ

କରୋନା ଭୂତାଣୁ ମହାମାରୀ କାଳରେ ହୋଇଥିବା ଲକଡାଉନ୍ ଯୋଗୁଁ  ଦେଶରେ ସର୍ବାଧିକ ପ୍ରଭାବିତ ଶ୍ରମିକ ଶ୍ରେଣୀ ହୋଇଛି। ଟ୍ରେନ ,ବସ ଇତ୍ୟାଦି  ବନ୍ଦ ହେବା ପରେ ଅନେକ ପ୍ରବାସୀ ଶ୍ରମିକ ପାଦରେ ନିଜ ଘରକୁ ଯିବା ଆରମ୍ଭ କଲେ ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଆଗକୁ ଆସି ସେମାନଙ୍କୁ ସାହାଯ୍ୟ କଲେ। ସେ କ୍ରମାଗତ ଭାବରେ ଦୁଇ ତିନି ମାସ ଧରି ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ଘରକୁ ନେଇ ଆସିଛନ୍ତି ଏବଂ ବର୍ତ୍ତମାନ ସେ…

Read More