Home » five

ଓଡ଼ିଶା ସରକାର ୫ ଟି ଜିଲ୍ଲାକୁ ମାଓବାଦୀ ପ୍ରବଣ ମୁକ୍ତ ଘୋଷଣା କଲେ

ଭୁବନେଶ୍ଵର :  ରାଜ୍ୟ ସରକାରଙ୍କ ଦ୍ଵାରା ବିକାଶମୂଳକ କାର୍ଯ୍ୟକ୍ରମ ଓ ପୋଲିସ ର ବଳିଷ୍ଠ ପଦକ୍ଷେପ ଯୋଗୁଁ ୫ ଟି ଜିଲ୍ଲାକୁ ମାଓବାଦୀ ପ୍ରବଣ ମୁକ୍ତ ଘୋଷଣା କଲେ ରାଜ୍ୟସରକାର ବୋଲି ପୋଲିସ  ମହାନିର୍ଦେଶକ  ଟ୍ଵିଟ କରି ଜଣାଇଛନ୍ତି।   ରାଜ୍ୟରେ ଦିନକୁ ଦିନ ମାଓ ଗତିବିଧି କମିବାରେ ଲାଗିଛି। ମାଓ ପ୍ରଭାବିତ କୁ ଦୃଷ୍ଟିରେ ରଖି  ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା କୁ ବାଦ ଦିଆଯାଇଛି।ସେହି ଜିଲାଗୁଡିକ ହେଲା ଅନୁଗୁଳ,…

Read More