Home » flood
jajpur flood odisha rainfall

ବାହ୍ୟଜଗତରୁ ବିଛିନ୍ନ ଜୟନ୍ତରା ମହାପାତ୍ର ସାହି

ଦଶରଥପୁର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ମହାପାତ୍ର ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଗତ ୨ଦିନ ତଳେ ବୈତରଣୀ ନଦୀରେ ହଠାତ୍ ବନ୍ୟା ଜଳ ଆସିବା ଯୋଗୁଁ ସାହିର ୬୦ ପରିବାରର ୨ଶହ ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ମନ୍ତ୍ରୀଙ୍କୁ…

Read More

ସାରା ଓଡ଼ିଶାରେ ବର୍ଷା,ଆଗକୁ ଆହୁରି ବର୍ଷିବ; ରେଡ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ଓଡ଼ିଶାରେ ବର୍ଷା ପ୍ରବଳରୁ ଅତିପ୍ରବଳ ହେଉଛି। ଫଳରେ ରାଜ୍ୟର ପ୍ରାୟ ନଦୀ ଫୁଲିବାରେ ଲାଗିଛି। ପ୍ରବଳ ବର୍ଷାରେ ରାସ୍ତାଘାଟ ଧୋଇ ନେଇ କିଛି ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଚାଷଜମିରେ ପାଣି ଜମି ରହିଥିବା ହେତୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି। ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି ଏବଂ ପାଣି ବିପଦ ସଙ୍କେତ ପାଖାପାଖି ପ୍ରଭାବିତ ହେଉଛି। ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବଢୁଛି। ତଳିଆ ଅଞ୍ଚଳ…

Read More

ଲଗାତାର ବର୍ଷାରେ ବଡ଼ ଭୂସ୍ଖଳନ:କେରଳର ଇଡୁକିରେ ୧୨ ମୃତ୍ୟୁ ଅନେକ ଆହତ

ଇଡୁକି : କେରଳର ଇଡୁକି ଜିଲ୍ଲାରେ ଲଗାତାର ବର୍ଷା ହେବା ପରେ ଏକ ବଡ଼ ଧରଣର ଭୂସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ ଜଣ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହା ଚା ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବସ୍ତିରେ ଭୂସ୍ଖଳନ ଘଟିଛି। ଇଡୁକି ଜିଲ୍ଲା କଲେକ୍ଟର କହିଛନ୍ତି ଯେ ୧୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଡାକ୍ତରଖାନା ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା…

Read More

ଜାପାନର କ୍ୟୁସୁ ଅଞ୍ଚଳରେ ଭୟଙ୍କର ବନ୍ୟା ; ହଜାରେ ରୁ ଉର୍ଦ୍ଧ ଘର ଭାସିଗଲା

ବୁଧବାର ସକାଳେ ପ୍ରବଳ ମୁଷଳଧାରା ବର୍ଷା ଜାପାନ ର ଉତ୍ତରକ୍ୟୁଶୁ ଅଞ୍ଚଳ କୁ ଛାରଖାର କରିଦେଇଛି। ଚିକୁଗୋ ନଦୀ ଏବଂ ଓଟା ନଦୀ ରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଓଟା ସହରରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ କ୍ୟୁସୁରେ ପ୍ରାୟ ଏକ  ହଜାର ଘର ଜଳମଗ୍ନ ହୋଇଛି। ବର୍ଷାର କେନ୍ଦ୍ର ପୂର୍ବ ଦିଗକୁ ଗତି କରିଛି ଏବଂ ଜାପାନ ପାଣିପାଗ ବିଭାଗ ବୁଧବାର ସକାଳେ ଜିଫୁ ଏବଂ ନାଗାନୋ ରେ ପ୍ରବଳ…

Read More