Home » Former CBI Director
CBI-odisha

ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ର ନୂତନ ନିର୍ଦ୍ଦେଶକ (Director) ଚୟନ କରିବାକୁ ମେ ୨୪ ସୋମବାର ସନ୍ଧ୍ୟାରେ ଏକ ଉଚ୍ଚ କମିଟି ବୈଠକ ଅନୁଷ୍ଠିତ ହେବ। ଶନିବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହି ଘଟଣା ସହ ଜଡିତ ଏକ ଶୀର୍ଷ ସୂତ୍ର ଗଣମାଧ୍ୟମକୁ କହିଛି ଯେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ସିବିଆଇ (CBI) ମୁଖିଆଙ୍କ ସହ ଆଲୋଚନା ହେବ। ସୂଚନାନୁସାରେ, ୧୯୮୫ ଏବଂ ୧୯୮୬ ବ୍ୟାଚ୍…

Read More
Ashwani-Kumar

CBI ର ପୂର୍ବତନ ମୁଖ୍ୟ ତଥା ପୂର୍ବତନ ନାଗାଲାଣ୍ଡ-ମଣିପୁରର ରାଜ୍ୟପାଳ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

ଶିମଳା: ସିବିଆଇର ପୂର୍ବତନ ମୁଖ୍ୟ (Former CBI Chief) ତଥା ପୂର୍ବତନ ହିମାଚଳ ଡିଜିପି ଏବଂ ପୂର୍ବତନ ନାଗାଲାଣ୍ଡ-ମଣିପୁର (Nagaland-Manipur)ର ରାଜ୍ୟପାଳ (Governor) ଅଶ୍ୱନୀ କୁମାର (Ashwani Kumar) ବୁଧବାର ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ଶିମଳା ଘରେ ନିଜକୁ ଫାଶୀ ଦେଇଥିଲେ। କୁହାଯାଉଛି ଯେ ସେ ଡିପ୍ରେସନ ସହ ସଂଘର୍ଷ କରୁଥିଲେ। ଶିମଲାର ଏସପି ମୋହିତ ଚାୱଲା ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଚାୱଲା କହିଛନ୍ତି…

Read More