Home » France Primeminister
France Airstrike

France Airstrike: ମାଲିରେ ଅଲ କାଏଦା ଦଳ ଉପରେ ମିସାଇଲ୍ ଦ୍ଵାରା ଆକ୍ରମଣ, ୫୦ ଆତଙ୍କବାଦୀ ନିହତ

ମାଲି (Mali) ର ଆତଙ୍କବାଦୀ ବେସରେ ଫ୍ରାନ୍ସ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ପ୍ରାୟ ୫୦ ଅଲ-କାଏଦା ଆତଙ୍କବାଦୀ (Al qaeda terrorists) ନିହତ ହୋଇଥିବା ଦାବି କରାଯାଇଛି। ଫ୍ରାନ୍ସର ସେନା ମୁଖପାତ୍ର କର୍ଣ୍ଣେଲ ଫ୍ରେଡେରିକ୍ ବାରବାରୀ କହିଛନ୍ତି ଯେ ଚାରିଜଣ ଆତଙ୍କବାଦୀ ଧରାପଡିଛନ୍ତି। ଏକ ଆତ୍ମଘାତୀ ଜ୍ୟାକେଟ ଜବତ କରାଯାଇଛି। ଏହି ସଂଗଠନ ଏଠାରେ ସେନା ବେସ ଉପରେ ଆକ୍ରମଣ କରିବାକୁ ଯାଉଥିଲା। ଫ୍ରାନ୍ସର ଡ୍ରୋନ୍ ବୁର୍କିନା ଫାସୋ (Burkina Faso) ଏବଂ ନାଇଜର…

Read More