ସାବରମତୀର ସନ୍ଥ : ନିର୍ମଳାବାଳା ମିଶ୍ର, ଯାଜପୁର
ସାବରମତୀର ସନ୍ଥ ✍ ନିର୍ମଳାବାଳା ମିଶ୍ର, ଯାଜପୁର ସାବରମତୀର ସନ୍ଥହେ ତୁମେ ବାପୁଜୀ! ଚିର ମହାନ, ଅହିଂସାର ମନ୍ତ୍ର ଫୁଙ୍କିଲ କାନରେ ତୁମ କୀର୍ତ୍ତି ଅମଳିନ। ହେ ମହାମାନବ!ପୂଜ୍ୟ ବାପୁଜୀ ତୁମପରି ହେବ କିଏ ? ଲଙ୍ଗଳା ଫକୀର ସାଜି ମାତୃଭୂମି ସେବାରେ ଲାଗିବ କିଏ? ମନଟି ତୁମର ପ୍ରେମର ମନ୍ଦିର ଅହିଂସା ତୁମର ଅସ୍ତ୍ର, ଆଣ୍ଠୁ ନଲୁଚିବା ଧୋତି ଓ ଚାଦର ଥିଲା ତୁମ ଅଙ୍ଗବସ୍ତ୍ର। ହେ ମହାମାନବ!ତୁମ ହୃଦେ…
