Home » Galaxywatxh3

ଅନେକ ଅପଗ୍ରେଡ୍ ସହିତ ସ୍ୱାସ୍ଥ୍ୟ ମନିଟରିଂ ସିଷ୍ଟମ୍ ଗାଲାକ୍ସି ୱାଚ ୩ ଶୀଘ୍ର ଲଞ୍ଚ

ସାମସଙ୍ଗ ଖୁବ୍ ଶୀଘ୍ର ଏହାର ଗାଲାକ୍ସି ୱାଚ ୩    ସିରିଜରେ ଆଉ ଏକ ନୂଆ ମଡେଲ୍ ଯୋଡିବ। ଗାଲାକ୍ସି ୱାଚ ୩ ଶୀଘ୍ର ଲଞ୍ଚ ହୋଇପାରିବ, ଯାହା ଗାଲାକ୍ସି ୱାଚ୍ ର ପ୍ରଥମ ୱାଚ ତୁଳନାରେ ଅପଗ୍ରେଡ୍ ସହିତ ଆସିପାରେ।  ସମ୍ପ୍ରତି ଖବର ପ୍ରକାଶ ପାଇଥିଲା ଯେ ଗାଲାକ୍ସି ୱାଚ୍୨  ବର୍ତ୍ତମାନ ଗାଲାକ୍ସି ୱାଚ୍୩ ନାମରେ ଲଞ୍ଚ ହୋଇପାରି। ଦୁଇଟି ପ୍ରକାର LTE ଏବଂ ୱାଇଫାଇ ସହିତ ଗାଲାକ୍ସି ୱାଚ ୩  ମଧ୍ୟ ଲଞ୍ଚ କରାଯାଇପାରିବ ।…

Read More