Odisha News: ପୁଲିସ ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ
ବାଲେଶ୍ୱର: ଆଜି ଗ୍ୟାଙ୍ଗଷ୍ଟର ହାଇଦରର (Gangster Hyder) ମୃତ୍ୟୁ ହୋଇଛି। ପୁଲିସ ଏନକାଉଣ୍ଟର (Police Encounter) ରେ ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ୱାର (Choudwar) ଜେଲରୁ ବାରିପଦା (Baripada) ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା। ଏନକାଉଣ୍ଟର କରିଛି ପୁଲିସ। ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା। ରାସ୍ତାରେ ଏପରି ଘଟଣା ଘଟିଥିଲା। ଏଥିରେ ସେ ଆହାତ ହୋଇଥିବା ଜଣାପଡ଼ିଥିଲା। ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା…
