ବର ସମେତ ୫ ଗିରଫ,ମେ’ଫେୟାର ହୋଟେଲ ସିଲ୍
ବ୍ରହ୍ମପୁର : କୋଭିଡ଼-୧୯ ର ଏତେ କଠୋର କଟକଣା ଥିବା ପରେ ବି ଏହାକୁ ଖାତିର ନକରି ଧୂମଧାମରେ ପଞ୍ଚତାରକା ହୋଟେଲରେ ବିବାହ ଉତ୍ସବ ପାଳନ କରିବା ବ୍ରହ୍ମପୁର ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି। କୋଭିଡ ନିୟମ ଭାଙ୍ଗି ବିବାହ ଉତ୍ସବ କରିଥିବା ଅଭିଯୋଗରେ ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି। ଏହାସହତ ପ୍ରଶାସନ ତରଫରୁ ବିବାହ ଉତ୍ସବ କରାଯାଇଥିବା ହୋଟେଲ ମେ’ଫେୟାରକୁ ସିଲ କରାଯାଇଛି। ସୂଚନା…
