Home » Gopalganj district

ବିହାର ର ୧୦ ଜିଲ୍ଲାରେ ବନ୍ୟା, ସ୍ଥିତି ଭୟଙ୍କର

ପାଟନା: ଗତ କିଛିଦିନ ଧରି ଲଗାତର ବର୍ଷା ରେ  ବିହାର ରେ ବନ୍ୟା ସୃଷ୍ଟି ହୋଇଛି। ବର୍ଷା ମଧ୍ୟରେ ବିହାରରେ ନଦୀର ଜଳସ୍ତର ବଢୁଛି। ଫଳରେ ଶହ ଶହ ଗାଁ ବନ୍ୟା ପରିସ୍ଥିତିରେ ରହିଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଲୋକମାନେ ନିମ୍ନ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଯିବା ଜାରି ରଖିଛନ୍ତି । ଫସଲ ବୁଡ଼ି ନଷ୍ଟ ହୋଇଗଲାଣି । ବନ୍ଧଗୁଡ଼ିକ ଉପରେ ପ୍ରବଳ ଜଳ ଚାପରେ ବନ୍ଧଗୁଡିକ ଭାଙ୍ଗୁଛି। କିଛିଦିନ ତଳେ ଗୋପାଳଗଞ୍ଜରେ ଥିବା…

Read More

ବିହାରରେ ଉଦ୍ଘାଟନ ର ୨୯ ଦିନ ପରେ ପୋଲ ଭୁଷୁଡିପଡ଼ିଲା;ନିତୀଶ କୁମାର କହିଲେ ପୋଲ ନଷ୍ଟ ହୋଇଥିବା ଖବର ମିଥ୍ୟା

ବିହାରର ଗୋପାଳଗଞ୍ଜ ଜିଲ୍ଲାରେ୨ଶହ ୬୩ କୋଟି ଟଙ୍କା ମୂଲ୍ୟରେ ଗଣ୍ଡକ ନଦୀ ଉପରେ ନିର୍ମିତ ସତ୍ତରା ଘାଟ ସେତୁ ଭୁଷୁଡି ପଡିଛି। ଏହି ସେତୁକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦଘାଟନ କରିଥିଲେ। ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସତ୍ତରା ଘାଟ ସେତୁର ଏକ ଅଂଶ ଭାଙ୍ଗି ନଦୀରେ ଭାସିଯାଇଛି। ବ୍ରିଜ ଭାଙ୍ଗିବା ପରେ ବିହାର ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ସରକାର…

Read More