UNHCHR: ମାନବାଧିକାର ବାହାନା କରି ନିୟମ ଉଲ୍ଲଂଘନକୁ ଅନୁମତି ଦିଆଯାଇପାରିବ ନାହିଁ:ଭାରତ ସରକାର
ନୂଆଦିଲ୍ଲୀ: ଜାତିସଂଘର ମାନବ ଅଧିକାର ଅଧିକାର (UN High Commissioner for Human Rights -UNHCHR) କମିଶନର ମିସେଲ ବ୍ୟାଚେଲେଟ (Michelle Bachelet) ଙ୍କ ଏନଜିଓ ଉପରେ ନିଷେଧାଦେଶ ତଥା କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀକୁ ନେଇ ଦେଇଥିବା ବୟାନ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ରଖିଛି। ଭାରତ କହିଛି ଯେ ମାନବିକ ଅଧିକାରର ବାହାନା କରି ନିୟମ ଉଲ୍ଲଂଘନକୁ ଅନୁମତି ଦିଆଯାଇପାରିବ ନାହିଁ ଏବଂ ଜାତିସଂଘ ସଂସ୍ଥାଠାରୁ ଏପରି ବାର୍ତ୍ତା ଆଶା କରାଯାଉନଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ…
