Home » Governor

ପ୍ରଥମ ଓଡିଆ ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂତନ ସିଏଜି ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଭାରତର ନୂତନ ସିଏଜି (CAG) ଭାବରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଗୁରୁବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ସେ ବୁଧବାର ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ୧୯୮୫ ବ୍ୟାଚ୍ ଆଇଏସ (IAS) ଅଧିକାରୀ। ଶ୍ରୀ ମୁର୍ମୁ ଅକ୍ଟୋବର ୨୦୧୯  ରେ ଜାମ୍ମୁ କାଶ୍ମୀରର ପ୍ରଥମ ଡେପୁଟି ଗଭର୍ଣ୍ଣର ଭାବର ଦାୟିତ୍ଵ ଗ୍ରହଣ କରିଥିଲେ। ସେ ବୁଧବାର…

Read More