Home » GST apply online
GST

GST: କରୋନା କାଳରେ ଏପ୍ରିଲରେ ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଚଳିତବର୍ଷ ୨୦୨୧ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସ୍‌ଟି (GST) ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍‌ଟିର ମୋଟ ପରିମାଣ ୧ କୋଟି ୪୧ ଲକ୍ଷ ୩୮୪କୋଟି ଟଙ୍କା। ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି (CGST) ପରିମାଣ ୨୭,୮୩୭କୋଟି, ରାଜ୍ୟ ଜିଏସ୍‌ଟି (SGST) ପରିମାଣ ୩୫,୬୨୧କୋଟି ଟଙ୍କା ହୋଇଥିବାବେଳେ ସମନ୍ୱିତ ଜିଏସ୍‌ଟି (IGST)ପରିମାଣ ୬୮, ୪୮୧ କୋଟି ଟଙ୍କା । ସଂଗୃହୀତ ଆଇଜିଏସ୍‌ଟି ମଧ୍ୟରେ ୨୯, ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ…

Read More
GST

GST: ଓଡ଼ିଶାରୁ ଅକ୍ଟୋବର ମାସରେ ଜିଏସ୍‌ଟି ୨୪୧୯ କୋଟି ଟଙ୍କା ସଂଗୃହୀତ, ଗତବର୍ଷ ତୁଳନାରେ ୨୧ଶତାଂଶ ଆଦାୟ ଅଧିକ

ନୂଆଦିଲ୍ଲୀ: ଚଳିତ ଅକ୍ଟୋବର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି (GST) ରାଜସ୍ୱ ସଂଗ୍ରହ ୧ ଲକ୍ଷ ୫ ହଜାର ୧୫୫ କୋଟି ଟଙ୍କା ହୋଇଛି। ସେଥିମଧ୍ୟରୁ ସିଜିଏସ୍‌ଟି (CGST) ପରିମାଣ ୧୯ ହଜାର ୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି (SGST)  ୨୫ ହଜାର ୪୧୧କୋଟି ଓ ଆଇଜିଏସ୍‌ଟି (IGST) ପରିମାଣ ୫୨ ହଜାର ୫୪୦କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି। ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩…

Read More
GST

GST: କେନ୍ଦ୍ର ସରକାର ଓଡିଶା ସମେତ ୧୬ ଟି ରାଜ୍ୟକୁ ଦେଲେ ୬ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଜିଏସ୍‌ଟି (GST) ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି। ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ ଦଫାରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ୬ ହଜାର କୋଟି ଟଙ୍କା ଦେଇଛନ୍ତି। ସୂଚନାଯୋଗ୍ୟ ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ…

Read More