Hanuman Jayanti: ଆଜି ହେଉଛି ହନୁମାନ ଜୟନ୍ତୀ, ବଜରଙ୍ଗୀବାଲିଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଜାଣନ୍ତୁ
କଟକ: ଆଜି ଚୈତ୍ର ମାସ ପୂର୍ଣ୍ଣିମା। ହିନ୍ଦୁ ଧର୍ମ (Hindu Dharma) ଅନୁସାରେ ଏହି ଦିନ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମାତା ଅଞ୍ଜନୀ ବଜରଙ୍ଗ ବାଲିଙ୍କୁ ଜନ୍ମ ଦେଇଥିଲେ। ହନୁମାନ ଜୟନ୍ତୀ (Hanuman Jayanti) ଅବସରରେ ବଜରଙ୍ଗ ବାଲିଙ୍କୁ ଖୁସି କରିବାକୁ ହେଲେ ତାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯିବା ଉଚିତ୍। ହନୁମାନ ଭକ୍ତମାନେ ଏହି ପର୍ବକୁ ବହୁତ ବଡ଼ ଉତ୍ସବରେ ପାଳନ କରନ୍ତି। ଅନେକ ଲୋକ…
