Home » HEAVY RAINFALL
china-flood1

China Flood:ଚୀନରେ ହଜାରେ ବର୍ଷରେ ଏମିତି ହୋଇନଥିଲା ବର୍ଷା, ସ୍ଥିତି ଅଣାୟତ

ବେଜିଂ: ଚଳିତ ବର୍ଷ ଚୀନ୍ (China) ଭୟଙ୍କର ବନ୍ୟା (Flood) ପରିସ୍ଥିତିର ସମ୍ମୁଖୀନ ହୋଇଛି। ଚୀନରେ ପ୍ରତିବର୍ଷ ପ୍ରବଳ ବର୍ଷା ହୁଏ, ଯେଉଁଥିପାଇଁ ଅନେକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଏ। କିନ୍ତୁ କ୍ରମାଗତ ସହରୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଏଥର ବର୍ଷା ଆହୁରି ବିନାଶକାରୀ ରୂପ ନେଇଛି। ଚାଇନାର କେନ୍ଦ୍ରୀୟ ହେନାନ ପ୍ରଦେଶରେ ହଜାରେ ବର୍ଷରେ ଏମିତି କେବେ ବର୍ଷା ହୋଇନଥିଲା। ପ୍ରବଳ ବର୍ଷା କେବଳ ହେନାନରେ ନୁହେଁ ଚାଇନାର ଦକ୍ଷିଣ ଗୁଆଙ୍ଗଡୋଙ୍ଗ ପ୍ରଦେଶରେ…

Read More
hyderabad flood 1

Hyderabad: ଲଗାଣ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି

ହାଇଦ୍ରାବାଦ: ଅବିଶ୍ରାନ୍ତ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇଦ୍ରାବାଦର (Hyderabad)ଏକ ବଡ ହ୍ରଦରେ ଅତ୍ୟଧିକ ବର୍ଷାଜଳ ପ୍ରବେଶ କରିବା ଯୋଗୁଁ ବହୁ କଲୋନି ଜଳମଗ୍ନ ହୋଇଛି। କିଛିଦିନ ପୂର୍ବେ ହାଇଦ୍ରାବାଦ ଓ ତେଲେଙ୍ଗାନା (Telangana)ର କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ବହୁ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳହାଟ ସହରରେ କାନ୍ଥ ପଡିଯିବା ଯୋଗୁଁ ଜଣେ ୫ବର୍ଷର ପିଲା ନିହତ ହୋଇଥିଲା। ଇତିମଧ୍ୟରେ…

Read More
hydrabad-rain

Hyderabad: ହାଇଦ୍ରାବାଦରେ ବାଦଲଫଟା ବର୍ଷା,୧୧ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନା(Telangana) ର ଅନେକ ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ପଶି ଘର ଭିତରକୁ ପାଣି ପ୍ରବେଶ କରିଥିଲା। ବର୍ତ୍ତମାନ ହାଇଦ୍ରାବାଦ (Hyderbad) ସହର ଜଳ ପୂର୍ଣ୍ଣ ହୋଇଛି। ସହରର ପ୍ରାୟ ଅଞ୍ଚଳରେ ଅଣ୍ଟାରୁ ଅଧିକ ପାଣି ପ୍ରବାହିତ। ପୋଲିସ ସୂଚନାଅନୁସାରେ ଦୁଇଟି ଘରର କାନ୍ଥରେ କିଛି ବଡ ପଥର ଖସି ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି…

Read More
jajpur flood odisha rainfall

ବାହ୍ୟଜଗତରୁ ବିଛିନ୍ନ ଜୟନ୍ତରା ମହାପାତ୍ର ସାହି

ଦଶରଥପୁର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ମହାପାତ୍ର ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଗତ ୨ଦିନ ତଳେ ବୈତରଣୀ ନଦୀରେ ହଠାତ୍ ବନ୍ୟା ଜଳ ଆସିବା ଯୋଗୁଁ ସାହିର ୬୦ ପରିବାରର ୨ଶହ ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ମନ୍ତ୍ରୀଙ୍କୁ…

Read More
odisha rain

ଓଡ଼ିଶାରେ ପ୍ରବଳ ବର୍ଷା:ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେଉଛି। ଆଗାମୀ ୪-୫ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ଅଧିକ ଅଛି। ଫଳରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଓଡିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅଗଷ୍ଟ ୨୬ରେ ଓଡିଶା ଏବଂ ୨୭ ଅଗଷ୍ଟରେ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡିଶାରେ ପ୍ରବଳରୁ…

Read More
odisha weaather report

ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳ ବର୍ଷା;ଭାରତ ପାଣିପାଗ ବିଭାଗର ଚେତାବନୀ

ନୂଆଦିଲ୍ଲୀ : ଆଗାମୀ ତିନିଦିନ ପ୍ରବଳ ବର୍ଷା ହେବ। ଓଡିଶା ସମେତ ହିମାଚଳ ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ବିହାର, ଛତିଶଗଡ, ଉପ-ହିମାଳୟ ,ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ,ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ,ତ୍ରିପୁରା ଏବଂ ଉପକୂଳ କର୍ଣ୍ଣାଟକ ଉପରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ , ଉତ୍ତର-ଦକ୍ଷିଣ ନିମ୍ନ ଚାପର ବାୟୁ କ୍ଷେତ୍ର ବିହାରରୁ ପଶ୍ଚିମବଙ୍ଗ ଉପକୂଳର ନିମ୍ନ…

Read More