Home » heavy rains today
landslides

Maharashtra Landslides: ମହାରାଷ୍ଟ୍ରରେ ଭୂସ୍ଖଳନ ହେତୁ ୩୦ଜଣଙ୍କ ମୃତ୍ୟୁ, ସଂଖ୍ୟା ବଢିପାରେ

ରାୟଗଡ: ମହାରାଷ୍ଟ୍ର (Maharashtra) ରେ ପ୍ରବଳ ବର୍ଷା ଜାରୀରହିଛି। ରାଜ୍ୟର ରାୟଗଡ ଜିଲ୍ଲାର ମହାଡ ଗ୍ରାମରେ ଭୂସ୍ଖଳନ (Landslides) ଯୋଗୁଁ ୩୦ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପୋଲିସ କହିଛି ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ କାରଣ ଅନେକ ଲୋକ ତଳେ ଫସିଥିବାର ଭୟ ରହିଛି। ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି।  ଅନେକ ସ୍ଥାନରେ ଭୂସ୍ଖଳନ ହେବାର ଖବର ରହିଛି। ଅଧିକାରୀ କହିଛନ୍ତି ଯେ ମହଡ଼ରେ ଭୂସ୍ଖଳନ ସ୍ଥାନରୁ…

Read More
Weather Report of Odisha

Weather:ଆଜି ପ୍ରବଳ ବର୍ଷା;୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପବନ ବହିବ ୪୦ରୁ ୫୦ କିମି ବେଗରେ

ଭୁବନେଶ୍ଵର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ଏହା ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ୨୧ ତାରିଖ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ଟି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି…

Read More