Odisha Weather Report: ଆସନ୍ତା ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ବଢିପାରେ ପବନର ବେଗ
ବଡଖବର: ସାରା ଓଡ଼ିଶାରେ ପ୍ରବଳ ବର୍ଷା। ପବନର ବେଗ ୪୦ ରୁ ୫୦ କିମି ହୋଇପାରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ ଭୂବନେଶ୍ଵର: Odisha Weather Report. Heavy rains all over Odisha ଆସନ୍ତା ରବିବାରଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା (Heavy rains)। କାରଣ ସୃଷ୍ଟି ହୋଇଥିବା ନିମ୍ନଚାପରେଖାର ପ୍ରଭାବରେ ଉତ୍ତର-ପଶ୍ଚିମ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତା ରବିବାର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୧୦…
