Home » HOME MINISTRY
msp

MSP: ୬ଟି ରବି ଫସଲ ଉପରେ ବଢିଲା ଏମଏସପି; ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ କହିଲେ ନିଷ୍ପତି ଐତିହାସିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷି ବିଲ୍ (Agriculture Bills 2020 ) ପାସ୍ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି କମିଟି (Cabinet Committee on Economic Affairs) ୬ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (Minimum Support Price) ବୃଦ୍ଧିକୁ ଅନୁମୋଦନ କରିଛି। ଏବେ ମୋଦୀ ସରକାରଙ୍କ କ୍ୟାବିନେଟ୍ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…

Read More
PM_MODI 1

PM Modi Birthday: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ; ରାଷ୍ଟ୍ରପତି,ଗୃହମନ୍ତ୍ରୀ ସମେତ ରୁଷ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi  Birthday)ଙ୍କ ୭୦ ତମ ଜନ୍ମଦିନ। ଭାରତୀୟ ଜନତା ପାର୍ଟି ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି। ୧୪ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଏହି ଅବସରରେ ବିଜେପି ସେବା ସପ୍ତାହ ଆରମ୍ଭ କରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ…

Read More
kangana ranaut

କଙ୍ଗନା ରାନାୱତଙ୍କୁ Y+ ବର୍ଗର ସୁରକ୍ଷା,ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ୍ କରି କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut )ଙ୍କୁ Y+(Y+ Security) ବର୍ଗର ସୁରକ୍ଷା ଦିଆଯାଇଛି। କଥା ହେଉଛି କଙ୍ଗନା ରାନାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ପରେ କଙ୍ଗନା ରାନାୱତ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ କଙ୍ଗନାକୁ Y+ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। କଙ୍ଗନା…

Read More

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ୨ପାଇଲଟ୍ ସହିତ ୧୮ ଯାତ୍ରୀ ମୃତ

କେରଳ: ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ  ବିମାନ(IX-1344) ଶୁକ୍ରବାର ସନ୍ଧ୍ୟାରେ କେରଳର କୋଜିକୋଡେ ଠାରେ ଦୁର୍ଘଟଣାର ଶିକାର ହୋଇଛି। ପ୍ରବଳ ବର୍ଷା ହେତୁ ରନୱେରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଅବତରଣ ସମୟରେ ବିମାନଟି ପ୍ରାୟ ୩୦ ଫୁଟ ଗଭୀର ଖାଲ ଭିତରକୁ ଖସି ପଡିଥିଲା। ଏହି ବିମାନରେ ମୋଟ ୧୯୧ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ୨ ପାଇଲଟ ସମେତ  ୧୮ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।  ୧୨୭ ଜଣ ଆହତ ହୋଇଛନ୍ତି। ବିମାନର ସମସ୍ତ…

Read More

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଭାରତରେ ରାଫାଲ ଯୁଦ୍ଧ ବିମାନ ଅବତରଣକୁ ‘ଗେମ ଚେଞ୍ଜର’ ବୋଲି କହିଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଭାରତରେ ରାଫାଲ ଯୁଦ୍ଧ ବିମାନ ଅବତରଣକୁ ଖେଳ ପରିବର୍ତ୍ତନକାରୀ(Game Changer) ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଅମିତ ଶାହା ତାଙ୍କ ଟ୍ୱିଟରେ କହିଛନ୍ତି ଯେ “ରାଫାଲ ବିମାନର ଅବତରଣ ଆମର ଶକ୍ତିଶାଳୀ ଭାରତୀୟ ବାୟୁସେନା ପାଇଁ ଏକ ଐତିହାସିକ ଦିନ ଏବଂ ଭାରତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ। ରାଫେଲ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ବିମାନ ଏବଂ ଏହି ବିମାନଗୁଡ଼ିକ ଆକାଶରେ ଯେକୌଣସି ଚ୍ୟାଲେଞ୍ଜକୁ ପରାସ୍ତ…

Read More

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୯ ଆତଙ୍କବାଦୀଙ୍କ ନାମ ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଏବଂ ଶକ୍ତିଶାଳୀ ନେତୃତ୍ଵରେ କେନ୍ଦ୍ର ସରକାର ଅଗଷ୍ଟ ୨୦୧୯ ରେ ବେଆଇନ ଗତିବିଧି (ନିଷେଧ) ଆଇନ, ୧୯୬୭ ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ବଳରେ ବେଆଇନ କାର୍ଯ୍ୟକଳାପ କରୁଥିବା କୌଣସି ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବେ ମାନ୍ୟତା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଏଥିପୂର୍ବରୁ କେବଳ ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ମାନ୍ୟତା ଦେବାର ବ୍ୟବସ୍ଥା ରହିଥିଲା। ବେଆଇନ ଗତିବିଧି ନିଷେଧ ଆଇନ ସଂଶୋଧନ ଉପରେ ଗତବର୍ଷ ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ…

Read More