Home » IAS COACHING
keshavananda Bharati

ଭାରତର ‘ସବୁଠୁ ବଡ’ ମାମଲା ଲଢିଥିବା କେଶବାନନ୍ଦ ଭାରତୀଙ୍କ ପରଲୋକ

କେରଳ: ସମ୍ବିଧାନର ମୌଳିକ ଢାଞ୍ଚା ନିତୀ (Basic Structure) ରଖିଥିବା ମାମଲାରେ ମୁଖ୍ୟ ଆବେଦନକାରୀ କେଶବନନ୍ଦ ଭାରତୀଙ୍କ ରବିବାର ସକାଳେ କେରଳର କାସରଗୋଡ (Kasargod) ଜିଲ୍ଲାର ଆଦାନେର ଆଶ୍ରମ(Edaneer Math) ରେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୭୩ ମସିହାରେ ତାଙ୍କର ଏବଂ କେରଳ ସରକାରଙ୍କ ମଧ୍ୟରେ ହୋଇଥିବା ମାମଲାର ନିଷ୍ପତ୍ତି ସମଗ୍ର ଭାରତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ସେ କେରଳର ଶଙ୍କରାଚାର୍ଯ୍ୟ ଭାବରେ ମଧ୍ୟ ଜଣାଶୁଣା। ୧୯୭୩ ମସିହାରେ କେଶବାନନ୍ଦ ଭାରତୀ…

Read More
prakash javdekar

‘ମିଶନ କର୍ମଯୋଗୀ’ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ଦକ୍ଷ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ବା ( NPCSCB) ଅନୁମୋଦନ ଲାଭ କରିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରିଷଦ ସ୍ୱୀକୃତି ଦେଇଛି। ସିଭିଲ ସର୍ଭେଣ୍ଟମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏନ୍‌ପିସିଏସ୍‌ସିଭି ବେଶ୍‌ ସତର୍କତାର ସହିତ ତିଆରି କରାଯାଉଛି। ସିଭିଲ ସେବା (Civil Service ) ବା…

Read More

UPSC ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଘୋଷିତ:ଏଥର ୮୨୯ ଜଣ ସଫଳ; ପ୍ରଦୀପ ସିଂ ଟପର,ପ୍ରଥମ ୧୦ ମଧ୍ୟରେ ୨ ଓଡିଆ,କୃତ୍ତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ:ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୯ ରେ ପ୍ରଦୀପ ସିଂ ଟପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଯତିନ୍ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତୀଭା ବର୍ମା ଅଛନ୍ତି। ମୋଟ ୮୨୯ ଜଣ ପ୍ରାର୍ଥୀ ପରୀକ୍ଷା ରେ ସଫଳ ହୋଇଛନ୍ତି। ପ୍ରଥମ ଦଶ ଜଣଙ୍କ ଭିତରେ ଓଡ଼ିଶାର ଅଭିଷେକ ସରାଫ ୮ମ ଓ ସଞ୍ଚିତା ମହାପାତ୍ର ୧୦ମ ସ୍ଥାନରେ ଅଛନ୍ତି। ଓଡିଶାରୁ ଅଭିଷେକ ସରାଫ ଏବଂ ସଞ୍ଜିତା ମହାପାତ୍ରଙ୍କ ବ୍ୟତୀତ ଅଂଶୁମାନ  ରାଜ, ଅନୁପ ଦାସ, ଶୈଳଜା ଦାସ, ରାହୁଲ ମିଶ୍ର…

Read More

ପୁଣି ଚର୍ଚ୍ଚାରେ ହରିୟାଣାର ଆଇଏଏସ୍ ଅଶୋକ ଖେମକା,କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ୍

ଚଣ୍ଡିଗଡ଼: ପୁଣି ଚର୍ଚ୍ଚାରେ ହରିୟାଣା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ଅଶୋକ ଖେମକା।ଏଥର କିନ୍ତୁ କେନ୍ଦ୍ରରେ ସେବା କରିବାକୁ ଆଗ୍ରହୀ ଥିବା ହରିୟାଣା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ କ୍ୟାଟ୍ (Central Administrative Tribunal) ସହ ସଂଘର୍ଷ କରିଛନ୍ତି। ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା କ୍ୟାଟ୍ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଶୋକ ଖେମକାଙ୍କ ଆବେଦନ ଶୁଣିବାବେଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ ରାଜନ ଗୁପ୍ତା ଏବଂ ଜଷ୍ଟିସ କର୍ମଜିତ ସିଂଙ୍କ ଏକ ବେଞ୍ଚ କେନ୍ଦ୍ର…

Read More

କୋଭିଡ୍‌ ସତ୍ତ୍ୱେ ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା ଆୟୋଜନ ,ପରୀକ୍ଷାର୍ଥୀଙ୍କ ଯିବାଆସିବା ବୁଝିବେ ରାଜ୍ୟ ସରକାର:ୟୁପିଏସ୍‌ସି

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ବା ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ କରିବାକୁ ପଦକ୍ଷେପ ଗ୍ରହଣ କରିଛି। ଏହି ସାକ୍ଷାତକାର ପାଇଁ ୨୩୦୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୬୮୧ ଜଣଙ୍କର ସାକ୍ଷାତକାର ସରିଥିବାବେଳେ ଅବଶିଷ୍ଟ ୬୨୩ ଜଣଙ୍କର ବ୍ୟକ୍ତିତ୍ୱ ପରୀକ୍ଷା ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁଁ ସଂପୂର୍ଣ୍ଣ…

Read More