IAS Soumya Pandey କୋଳରେ ୨୨ ଦିନର ଶିଶୁ କନ୍ୟା ସହିତ ଅଫିସ ଆସିଲେ
ଗାଜିଆବାଦ: ଗାଜିଆବାଦ (Ghaziabad) ନିକଟ ମୋଦିନାଗର (Modinagar)ର ଏସଡିଏମ (sub-divisional magistrate) ଭାବରେ ପୋଷ୍ଟିଂ ହୋଇଥିବା ଆଇଏଏସ୍ ସୌମ୍ୟ ପାଣ୍ଡେ (IAS Soumya Pandey) କରୋନା (Corona) କାଳରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ବଡ କଥା ହେଉଛି ଏହି କୋଭିଡ-୧୯ ମହାମାରୀର ଭୟଙ୍କର ଅବସ୍ଥାରେ ସେ ଲୋକଙ୍କ ପ୍ରତି ନିଜର ଦାୟିତ୍ଵ ପୂରଣ କରିବା ପାଇଁ ଶିଶୁକନ୍ୟା ଜନ୍ମ ହେବାର ୨୨ ଦିନ ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କ ଯତ୍ନ ସହିତ, ସେ ନିଜ…
