Home » ICC CRICKET

ଜେମ୍ସ ଆଣ୍ଡରସନଙ୍କ ବିଶ୍ଵରେକର୍ଡ, ଫାଷ୍ଟ ବୋଲର ଭାବେ ଟେଷ୍ଟରେ ୬୦୦ ୱିକେଟ୍ ହାସଲ

ସାଉଥମ୍ପଟନ : ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ସାଉଥମ୍ପଟନର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚର ଶେଷ ଦିନରେ ଆୟୋଜକ ଇଂଲଣ୍ଡ ଦଳର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ (୬୦୦) ୱିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନ ବିଶ୍ୱର ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି। ଏପର୍ଯ୍ୟନ୍ତ କୌଣସି ଦ୍ରୁତ ବୋଲର ଟେଷ୍ଟ କ୍ରିକେଟରେ ଏତେ ୱିକେଟ୍ ନେଇନାହାଁନ୍ତି। ପାକିସ୍ତାନ…

Read More

ଧୋନିଙ୍କ ପରେ ପିଏମ ମୋଦୀଙ୍କ ସୁରେଶ ରୈନାଙ୍କୁ ଚିଠି, ପିଏମ ମୋଦୀ ଏମିତି କହିଲେ …

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ  ଅବସର ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏକ ଚିଠି ଲେଖିଥିଲେ। ଯାହା ଦେଶରେ ଖୁବ ଚର୍ଚ୍ଚାର ବିଷୟଥିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ନୂତନ ଭାରତର ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କୁ ମଧ୍ୟ ପିଏମ ମୋଦୀ ଏକ ଚିଠି ଲେଖି ଖୁବ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଧୋନିଙ୍କ ସହ ସୁରେଶ ରୈନା ଗୋଟିଏ…

Read More

ଆଇସିସି ଟି -୨୦ ବିଶ୍ୱକପ୍ ୨୦୨୦ ସ୍ଥଗିତ ; ହୋଇପାରେ ଆଇପିଏଲ୍

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ( ICC) ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖିଛି। କରୋନା ଭୂତାଣୁ ଯୋଗୁଁ ଏହି ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟ ବାତିଲ ହୋଇଛି। ଆଇସିସି ଟି -20 ବିଶ୍ୱକପ ସ୍ଥଗିତ ଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତର କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ (BCCI), ଆଇପିଏଲ୍ ୨୦୨୦ ଅକ୍ଟୋବର-ନଭେମ୍ବର ପାଇଁ ପ୍ରସ୍ତୁତି ହେଉଛି। ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Read More

ଇଂଲଣ୍ଡ ୧୧୩ ରନ ରେ ବିଜୟୀ, ସିରଜ ୧-୧ ରେ

ମଞ୍ଚେଷ୍ଟର: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍  ରେ ଇଂଲଣ୍ଡ ବିଜୟୀ ହୋଇଛି। ମଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚ୍‌ର ୫ମ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଘୋଷଣା କରି ୧୨୯ ସ୍କୋର କରି ୱେଷ୍ଟଇଣ୍ଡିଜ ସମ୍ମୁଖରେ ଜିତିବା ପାଇଁ ୩୧୨ ରନ୍‌ର ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ ଇଂଲଣ୍ଡ ବୋଲିଂ ର ସାମନା କରି ନପାରି ୱେଷ୍ଟ ଇଣ୍ଡିଜ ୧୯୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ…

Read More

ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ ୪ର୍ଥ ଦିନ; ଦ୍ୱିତୀୟ ଇନିଂସରେ ୨୮୪ ରନ୍ ରେ ୮ ୱିକେଟ୍ ହରାଇ ଇଂଲଣ୍ଡ ଅସୁବିଧାରେ

ସାଉଥମ୍ପଟନ୍ ଟେଷ୍ଟରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଆଠ ୱିକେଟ ହରାଇ  ୨୪୮ ରନ୍ ସ୍କୋର କରିଛି। ଚତୁର୍ଥ ଦିନର ଖେଳ ଶେଷ ହେବା ପରେ ଇଂଲଣ୍ଡ ୧୭୦ ରନ୍ ରେ ଅଗ୍ରଣୀ ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୪ ରନ୍ ସଂଗ୍ରହ କରିଥିବା ୱେଷ୍ଟଇଣ୍ଡିଜ ୩୧୮ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ଜ୍ୟାକ କ୍ରାଉଲି (୭୬), ଡୋମ ସିବଲେ(୫୦), ଅଧିନାୟକ ବେନ ଷ୍ଟୋକ୍ସ(୪୬),ରୋରି ବର୍ନସ(୪୨) ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ବୋଲରମାନେ ଆୟୋଜକ…

Read More

ଆଜିଠାରୁ ଆନ୍ତର୍ଜାତୀୟ କ୍ରିକେଟ୍ ଫେରୁଛି; ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍

ଆଜି ବିଶ୍ୱ କ୍ରିକେଟ୍ ପାଇଁ   ଏକ ଐତିହାସିକ  ଦିନ ହେବାକୁ ଯାଉଛି, କରୋନା ଭୂତାଣୁ ମହାମାରୀ ମଧ୍ୟରେ ୧୧୭ ଦିନର ବ୍ୟବଧାନ ପରେ ଆନ୍ତର୍ଜାତୀୟ କ୍ରିକେଟ୍ ଫେରି ଆସିବ। ବିନା ଦର୍ଶକ ରେ  ସାଉଥମ୍ପଟନ୍‌ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ଓ  ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ଯୋଗ୍ୟ ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଥର ପାଇଁ  ଆନ୍ତର୍ଜାତୀୟ…

Read More