Home » ICRISAT
statue of equality

Statue Of Equality: ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦୀ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଦେଶକୁ କରିବେ ଉତ୍ସର୍ଗ

ନୂଆଦିଲ୍ଲୀ:(PIB) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime minister Sri Narendra Modi) ୫ ଜାନୁୟାରୀ ୨୦୨୨ ରେ ହାଇଦ୍ରାବାଦ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨.୪୫ ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପାଟାନଚେରୁ ସ୍ଥିତ ଇଣ୍ଟରନେସନାଲ କ୍ରପସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଦି ସେମି-ଆରିଡ ଟ୍ରୋପିକ୍ସ (International Crops Research Institute for the Semi-Arid Tropics -ICRISAT) ପରିସର ପରିଦର୍ଶନ କରିବେ ଏବଂ ଆଇସିଆରଆଇଏସ୍‍ଏଟିର ୫୦ତମ ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିବେ। ଅପରାହ୍ନ ପ୍ରାୟ ୫ଟା…

Read More