India: ମୋଦୀ ସରକାର ଚୀନ୍କୁ ପୁଣି ଏକ ବଡ଼ ଝଟକା ଦେଲେ
ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ମୋଦୀ ସରକାର ଚୀନ (China) କୁ ଝଟକା ପରେ ଝଟକା ଦେଇଚାଲିଛନ୍ତି। ଏହାର ସିଧା ପ୍ରଭାବ ଚୀନର ଅର୍ଥନୀତି ଉପରେ ପଡୁଛି। ଭାରତ ସରକାର ବର୍ତ୍ତମାନ ‘ଆତ୍ମନିର୍ଭରଶୀଳ ଭାରତ’ ଆଡକୁ ଆଉ ଏକ ପଦକ୍ଷେପ ନେଇଛନ୍ତି ଏବଂ ଚୀନ୍ ପାଇଁ ଏକ ବଡ ଝଟକା ଦେଇଛନ୍ତି। ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରେଫ୍ରିଜରେଣ୍ଟ (Refrigerator ) ସହିତ ଆସୁଥିବା ଏୟାର କଣ୍ଡିସନର (AC) ଆମଦାନୀ ଉପରେ କେନ୍ଦ୍ରର ମୋଦୀ…
