Home » India-china relation
rice

India-China: ୩୦ ବର୍ଷ ପରେ ଚୀନ୍ ଭାରତରୁ ଚାଉଳ କିଣିଛି, ଲଦାଖ ଉତ୍ତେଜନା ପରେ ପ୍ରଥମ କାରବାର

ନୂଆଦିଲ୍ଲୀ: ତିନି ଦଶନ୍ଧି ପରେ ଚୀନ୍ (China) ଭାରତ (India) ରୁ ଚାଉଳ କ୍ରୟ କରିଛି। ଲଦାଖ ଉତ୍ତେଜନା ପରେ ଏହା ପ୍ରଥମ ଥର ପାଇଁ ଚୀନ୍ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ ଭାରତ ବିଶ୍ୱର ପ୍ରଥମ ସ୍ଥାନରେ ଚାଉଳ ରପ୍ତାନୀକାରୀ ଦେଶ ଭାବରେ ଅଛି। ସେହିପରି ଚୀନ୍ ହେଉଛି ବିଶ୍ଵର ସବୁଠାରୁ ବଡ ଆମଦାନୀକାରୀ ଦେଶ। ଚୀନ୍ ପ୍ରତିବର୍ଷ ଭାରତରୁ ପ୍ରାୟ ୪୦ ଲକ୍ଷ ଟନ୍ ଚାଉଳ କ୍ରୟ କରିଥାଏ। କିନ୍ତୁ ଗତ କିଛି ବର୍ଷ…

Read More
War_ship

India-Pakistan Relation : ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ତୁର୍କୀ ପାକିସ୍ତାନକୁ ଯୁଦ୍ଧ ଜାହାଜ ଯୋଗାଉଛି

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ (India-Pakistan Relation) ସମ୍ପର୍କ ତିକ୍ତତା ମଧ୍ୟରେ ଅନ୍ୟ ଦେଶ ମଧ୍ୟ ଏହି ଖରାପ ସମ୍ପର୍କରେ ହସ୍ତକ୍ଷେପ କରିବା ଆରମ୍ଭ କରି ଦେଇଛନ୍ତି। ପ୍ରକାଶ ଯେ, ସମ୍ପର୍କ ତିକ୍ତତା ମଧ୍ୟରେ ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ପାକିସ୍ତାନକୁ ତୁର୍କୀ (Turkey) ଯୁଦ୍ଧ ଜାହାଜ ଯୋଗାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ସହ ଯୁଦ୍ଧ ପାଇଁ ପାକିସ୍ତାନୀ ନୌସେନା ଏହାର ରଣନୀତିକ ତଥା ଯୁଦ୍ଧ ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତି ଚଳାଇଛି। ତୁର୍କୀ ସରକାରୀ…

Read More
LAC_new

LAC:ଚୀନ୍ ରାଷ୍ଟ୍ରପତି ନିଜ ସୈନ୍ୟକଙ୍କୁ ଆଦେଶ ଦେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ଏଲଏସି (LAC) ସହିତ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ (China) ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗୋଟେ ପଟେ ବିଶ୍ୱ ଦୃଷ୍ଟିରେ ଭଲ ହେବା ପାଇଁ ଚୀନ୍ ଭାରତ ସହ ଶାନ୍ତି କଥାବାର୍ତ୍ତା ବିଷୟରେ କହୁଛି, କିନ୍ତୁ ବାସ୍ତବତା ହେଉଛି ଏହା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ବର୍ତ୍ତମାନ ଚୀନ୍‌ର…

Read More
atal tunnel modi

Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଙ୍କ ଦ୍ଵାରା ହିମାଚଳ ପ୍ରଦେଶ (Himachal Pradesh) ର ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ (Atal Tunnel) ର ଉଦଘାଟନ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ ଚୀନକୁ ଝଟକା ଲାଗିଛି। ଦୀର୍ଘ ଦିନ ଧରି ଲଦାଖ (Ladakh) ରେ ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ତାର ସରକାରୀ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ (Global Times) ମାଧ୍ୟମରେ ଅଟଳ ଟନେଲ ଉପରେ…

Read More
china2

ଉତ୍ତର ସିକିମରୁ ତିନି ଚୀନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ଉତ୍ତର ସିକିମର ମାଳଭୂମି ଅଞ୍ଚଳର ୧୭ ହଜାର ୫୦୦ ଫୁଟ ଉଚ୍ଚତାରେ ରାସ୍ତା ହରାଇଥିବା ତିନି ଚୀନ ନାଗରିକଙ୍କୁ ସେପ୍ଟେମ୍ବର ୩ ରେ ଭାରତୀୟ ସେନା ଉଦ୍ଧାର କରିଛି। ତାପମାତ୍ରା ଶୂନ୍ୟରୁ କମ ଥିବାରୁ ତିନି ଚୀନ ନାଗରିକଙ୍କ  ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭାରତୀୟ ସେନା ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପାଗଜନିତ ବିପଦରୁ ରକ୍ଷା କରିବା ପାଇଁ ଅକ୍ସିଜେନ,ଖାଦ୍ୟ…

Read More