Home » INDIA-CHINA
lac glacier

India China Border: ଚୀନ୍ ସୈନିକ ଲଦାଖର ଶୀତରେ ହତସନ୍ତ; କିନ୍ତୁ ଭାରତୀୟ ସୈନିକ ଶୀତ ପାଇଁ ପ୍ରସ୍ତୁତ

ଲଦାଖ: ପୂର୍ବ ଲଦାଖ (Ladakh) ସେକ୍ଟରରେ ପ୍ରବଳ ଥଣ୍ଡା ପିପୁଲ୍ସ ଲିବରେସନ୍ ଆର୍ମି (PLA) କୁ ରୋଟେଶନ ନୀତି (Rotation Rule) ଆପଣାଇବାକୁ ବାଧ୍ୟ କରିଛି। ଚୀନ୍ ସୈନିକମାନ ଲଦାଖର ଶୀତରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଚୀନ୍ (China) ପ୍ରତିଦିନ ନିଜର ସୈନିକମାନଙ୍କୁ ଅଗ୍ରଭାଗରେ ପରିବର୍ତ୍ତନ କରୁଛି। ଏଥି ସହିତ, ଭାରତୀୟ ସୈନିକମାନେ ସମାନ ସ୍ଥାନରେ ଲମ୍ବା ସମୟ ରହିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନ୍ୟୁଜ୍ ଏଜେନ୍ସି ସରକାରୀ ସୂତ୍ରରୁ ପ୍ରକାଶ ଯେ ଲାଇନ୍ ଅଫ୍ ଆକ୍ଟୁଆଲ୍…

Read More
sjaishanakar

India-France: ଆତଙ୍କବାଦ ପ୍ରସଙ୍ଗରେ ଭାରତର ଫ୍ରାନ୍ସକୁ ସମର୍ଥନ, ତୁର୍କୀ ବିରୋଧରେ କୂଟନୈତିକ ମୋର୍ଚ୍ଚା

 ନୂଆଦିଲ୍ଲୀ (mahimalive): ଭାରତ ମଧ୍ୟ କାଶ୍ମୀର ଉପରେ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବା ତୁର୍କୀ (Turkey) ବିରୋଧରେ କୂଟନୈତିକ (Diplomatic) ମୋର୍ଚ୍ଚା  ବିଶ୍ଵସ୍ତରରେ ଜାରି ରଖିଛି। ତୁର୍କୀ ସବୁବେଳେ କାଶ୍ମୀର ପ୍ରସଙ୍ଗନେଇ ଅଯଥା ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇଥାଏ। ଫ୍ରାନ୍ସ ରାଷ୍ଟ୍ରପତି (France President) ଇମାନୁଏଲ ମାକ୍ରୋ (Emmanuel Macron) ଙ୍କ ବିରୋଧରେ ତୁର୍କୀ ଏବଂ ପାକିସ୍ତାନ (Pakistan) ର ଅଭିଯାନ ପରେ, ଆତଙ୍କବାଦ ପ୍ରସଙ୍ଗରେ ଭାରତ ଫ୍ରାନ୍ସକୁ ଦୃଢ ସମର୍ଥନ କରିଛି। ବର୍ତ୍ତମାନ…

Read More
LAC_new

LAC:ଚୀନ୍ ରାଷ୍ଟ୍ରପତି ନିଜ ସୈନ୍ୟକଙ୍କୁ ଆଦେଶ ଦେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ଏଲଏସି (LAC) ସହିତ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ (China) ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗୋଟେ ପଟେ ବିଶ୍ୱ ଦୃଷ୍ଟିରେ ଭଲ ହେବା ପାଇଁ ଚୀନ୍ ଭାରତ ସହ ଶାନ୍ତି କଥାବାର୍ତ୍ତା ବିଷୟରେ କହୁଛି, କିନ୍ତୁ ବାସ୍ତବତା ହେଉଛି ଏହା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ବର୍ତ୍ତମାନ ଚୀନ୍‌ର…

Read More
ac

LAC: ଚୀନ ଭାରତ ସୀମାରେ ୬୦ହଜାର ସୈନ୍ୟ ନିୟୋଜିତ କରିଛି: ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ସମ୍ପର୍କ ସୁଧାରିବା ପରିସ୍ଥିତି ନିକଟରେ ସଂଭାବନା ନାହିଁ। ଆମେରିକାର ବୈଦେଶିକ ସଚିବ (Foreign Secretary)  ମାଇକ ପୋମପିଓ (Mike Pompeo) କହିଛନ୍ତି ଯେ ଚୀନ୍ ଭାରତର ଉତ୍ତର ସୀମାରେ ୬୦ ହଜାର ସୈନ୍ୟ ମୁତୟନ କରିଛି। ଟୋକିଓ (Tokyo) ରୁ ଫେରିବା ପରେ ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ମାଇକ ପୋମପିଓ ମଙ୍ଗଳବାର ଦିନ ଟୋକିଓରେ ଭାରତର ବୈଦେଶିକ  ମନ୍ତ୍ରୀ ଏସ…

Read More
atal tunnel modi

Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଙ୍କ ଦ୍ଵାରା ହିମାଚଳ ପ୍ରଦେଶ (Himachal Pradesh) ର ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ (Atal Tunnel) ର ଉଦଘାଟନ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ ଚୀନକୁ ଝଟକା ଲାଗିଛି। ଦୀର୍ଘ ଦିନ ଧରି ଲଦାଖ (Ladakh) ରେ ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ତାର ସରକାରୀ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ (Global Times) ମାଧ୍ୟମରେ ଅଟଳ ଟନେଲ ଉପରେ…

Read More
chinook

LAC Updates: ଚୀନ ସହିତ ଯୁଦ୍ଧ ପାଇଁ ଭାରତୀୟ ସେନା ପ୍ରସ୍ତୁତ;ଚିନୁକ୍, MI17 ଏବଂ ଆପାଚେ ହେଲିକପ୍ଟର ସୀମାରେ

ନୂଆଦିଲ୍ଲୀ(ମହିମା ଲାଇଭ ବ୍ୟୁରୋ): ଏଲଏସି (LAC) ରେ ଚାଲିଥିବା ଚୀନ (China) ସହିତ ଗତିରୋଧ ଏବଂ ଡ୍ରାଗନ୍ ଆର୍ମିର ଆକ୍ରମଣାତ୍ମକ ପଦକ୍ଷେପ ଉପରେ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ନିଜର ପୂର୍ଣ୍ଣ ପ୍ରସ୍ତୁତି କରିଛି। ଏଥିପାଇଁ ସେନା ଏବଂ ବାୟୁସେନା କ୍ରମାଗତ ଭାବରେ ଏକ ଯୁଦ୍ଧ ଭିତିକ ସାଧାରଣ ରଣନୀତି ଅନୁଯାୟୀ ମିଳିତ ଅଭ୍ୟାସ କରୁଛନ୍ତି। ଲଦାଖ ଅଞ୍ଚଳରେ ପୋଷ୍ଟ କରାଯାଇଥିବା ଜଣେ ବରିଷ୍ଠ ବାୟୁସେନା କମାଣ୍ଡର ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ମୁଖ୍ୟାଳୟର…

Read More
india-china

India-China LAC Update: ଚୀନ୍‌ର ନୂଆ କୌଶଳ ଭାରତୀୟ ସେନାଙ୍କ ପାଇଁ ଲାଉଡ ସ୍ପିକରରେ ବଜାଉଛି ପଞ୍ଜାବୀ ଗୀତ

ଲେହ: ଏଲଏସି (LAC) ଉପରେ ଭାରତ-ଚୀନ୍ ସୀମା ମଧ୍ୟରେ ତିକ୍ତତା ଦିନ କୁ ଦିନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିନା ଯୁଦ୍ଧରେ ଭାରତୀୟ ସେନାକୁ ପରାସ୍ତ କରିବାକୁ ଚୀନ୍ ଏକ ନୂଆ ଷଡଯନ୍ତ୍ର ସୃଷ୍ଟି କରିଛି। ଚାଇନା ଫିଙ୍ଗର -୪(Finger 4) ଅଞ୍ଚଳରେ ଏଲଏସି ଉପରେ ଲାଉଡ ସ୍ପିକର ଲଗାଇଛି। ଚୀନ୍ ଏହି ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଉଛି । ଏହା ଏକ ନୂତନ ରଣନୀତିର ଅଂଶ ଭାବରେ ଚୀନ୍ ଲାଉଡ ସ୍ପିକର ମାଧ୍ୟମରେ…

Read More
Narendra Shinzo Abe

ଚୀନ୍ ଉପରେ ଜାପାନର ‘ଅର୍ଥନୈତିକ ସର୍ଜିକାଲ୍ ଷ୍ଟ୍ରାଇକ୍’ ଚୀନ୍ ଛାଡି ଭାରତ ଆସୁଥିବା କମ୍ପାନୀକୁ ସବସିଡି ମିଳିବ

ଟୋକିଓ: ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (METI) କହିଛି ଯେ ଚୀନ୍ (China ) ବଦଳରେ ଭାରତରେ ସେମାନଙ୍କ ସାମଗ୍ରୀ ଉତ୍ପାଦନ କରୁଥିବା ଜାପାନୀ ଉତ୍ପାଦକମାନଙ୍କୁ ବର୍ତ୍ତମାନ ଜାପାନ (Japan) ସରକାର ସବସିଡି (Subsidy) ଦେବ। କରୋନା ସଂକ୍ରମଣ (Covid -19) ସମୟରେ ପୂର୍ବ ଲଦାଖରେ ଭାରତକୁ ଚ୍ୟାଲେଞ୍ଜ କରି ଚୀନ୍ ବିଶ୍ୱ ସ୍ତରରେ ଅଲଗା ହେବାକୁ ଯାଉଛି। ସୂଚନାଯୋଗ୍ୟ,ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଖୋଲାଖୋଲି ଭାବେ ଭାରତ ସପକ୍ଷରେ ଓକିଲାତି…

Read More
sco

ଚୀନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ତାଗିଦ, ଯଦି ଶାନ୍ତି ଚାହୁଁଛ ପ୍ରଥମେ ସୀମାରୁ ସେନା ହଟାଅ

ନୂଆଦିଲ୍ଲୀ: ରୁଷ (Russia)ର ରାଜଧାନୀ ମସ୍କୋ (Mascow )ର ଏକ ପ୍ରମୁଖ ହୋଟେଲରେ ଭାରତୀୟ ସମୟ ରାତି ୯.୩୦ରେ ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଏଲଏସି (Line Of  Actual Control -LAC)ଉପରେ ଚୀନ୍ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ଚୀନ୍ ଜେନେରାଲ୍ ୱେ ୱେଙ୍ଗେଙ୍କୁ ଭେଟିଛନ୍ତି। ଏହି ବୈଠକରେ ରାଜନାଥ ସିଂ ଚୀନ୍‌କୁ ଆକ୍ରୋଶମୂଳକ ଭୁଲ ବିଷୟରେ ମନେ ପକାଇ କହିଛନ୍ତି ଯେ ଶାନ୍ତି ପାଇଁ ସେନାକୁ…

Read More

ଚୀନ୍ କୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ସମ୍ପର୍କ, ଗୁପ୍ତରେ ଚାଲିଛି ଆଲୋଚନା

ପୂର୍ବ ଲଦାଖ ଅଞ୍ଚଳରେ ଚୀନ୍‌ର ଆକ୍ରମଣକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ସମ୍ପର୍କ ରହିଆସିଛି। ଜୁନ୍ ୧୫ ପରଠାରୁ ଭାରତ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ  ମାଇକ ପୋନପିଓଙ୍କ ମଧ୍ୟରେ ଏକ ଗୋପନୀୟ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ, ଏହି ସୂଚନା ଲୁକ୍କାୟିତ ହୋଇଛି ଯାହା ଦ୍ଵାରା ବିଶ୍ଵ  କୁ  ବାର୍ତ୍ତା ଯିବ ନାହିଁ ଯେ ଭାରତ ଏବଂ ଆମେରିକା ମଧ୍ୟରେ କିଛି ଯୋଗସୂତ୍ର  ଅଛି। ସରକାରୀ…

Read More

ଲଦାଖ ରେ ‘ଆକାଶ’

ଏଲଏସି ରେ ଚୀନ ର ପ୍ରସ୍ତୁତି ଓ ଯୁଦ୍ଧ ବିମାନ ଏବଂ  ହେଲିକପ୍ଟରର ଚଳପ୍ରଚଳ କୁ ଦୃଷ୍ଟିରେ ରଖି ଭାରତ ପୂର୍ବ ଲଦାଖରେ ଏକ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିଛି।  ଏଥିରେ ଆକାଶ କ୍ଷେପଣାସ୍ତ୍ର ଅନ୍ତର୍ଭୂକ୍ତ ହୋଇଛି ଯାହା ଚୀନ୍ ବିମାନକୁ ଆଖି ପିଛୁଳାକେ ବିସ୍ଫୋରଣ କରିବାରେ ସକ୍ଷମ ଅଟେ। ଏହା ସହିତ ବଡ଼ ଧରଣର ସାମରିକ ଉପକରଣ ସୀମା ପାର ହୋଇ ପରିବହନ କରାଯାଉଛି ।  ସେଠାରେ ସେନାର ତିନୋଟି ବିଭାଗକୁ…

Read More