Home » INDIA NEWS
pslv c49 isro launched

Watch: PSLV-C49 ରକେଟରୁ ରାଡାର ଇମେଜିଙ୍ଗ ଉପଗ୍ରହ ଓ ୯ଟି ବିଦେଶୀ ଉପଗ୍ରହର ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶନିବାର ଦିନ ଶ୍ରୀହରିକୋଟା (Sriharikota) ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର (Satish Dhawan Space Centre) ରୁ ରାଡାର ଇମେଜିଙ୍ଗ ଉପଗ୍ରହ (Radar Imaging Satellite) EOS01 ଉତକ୍ଷେପଣ କରିଛି। PSLV-C49 ରକେଟ୍ ଦେଶର ରାଡାର ଇମେଜିଙ୍ଗ ଉପଗ୍ରହ ସହିତ ନଅଟି ବିଦେଶୀ ଉପଗ୍ରହ ପଠାଇଛି। ଏହି ବର୍ଷ ଏହା ISRO ର ପ୍ରଥମ ମିଶନ। EOS01 କ’ଣ? ଏହା ଏକ ରାଡାର ଇମେଜିଙ୍ଗ ଉପଗ୍ରହ। ଏହାର…

Read More

India-Israel: ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ (India) ଓ ଇସ୍ରାଏଲ (Israel) ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ (PM Modi)ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ରରେ ନିମ୍ନୋକ୍ତ ବିଷୟଗୁଡିକ ସ୍ଥାନ ପାଇଛି। ◆ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଓ ଜ୍ଞାନ ବିନିମୟ ◆ ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା ◆ ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ ଓ…

Read More

୬୫ ବର୍ଷ ବୟସ୍କା ମହିଳାଙ୍କର ୧୪ ମାସରେ ଆଠଟି ସନ୍ତାନ ଜନ୍ମ ;ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

ମୁଜାଫରପୁର: ବିହାରର ମୁଜାଫରପୁରରେ ଏହି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିହାରର ମୁଜାଫରପୁର ଜିଲ୍ଲାର ମୁସାହାରୀ ବ୍ଲକରେ ବଡ଼ ଧରଣର ସ୍କାମ ଉନ୍ମୋଚିତ ହୋଇଛି ଯେଉଁଠାରେ ସରକାରୀ ରେକର୍ଡ ଅନୁଯାୟୀ ଜଣେ ୬୫ବର୍ଷ ବୟସ୍କା ମହିଳା ମାତ୍ର ୧୪ ମାସ ମଧ୍ୟରେ ଆଠ ଜଣ ଝିଅଙ୍କୁ ଜନ୍ମ ଦେଇଛନ୍ତି। ମୁଜାଫରପୁରରେ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଏହି ମାମଲା ଠକେଇ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।…

Read More

ଆମେରିକାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ମୂଳନିବାସୀ କମଲା ହ୍ୟାରିସ ଭାରତ ପାଇଁ କେତେ ଉପଯୋଗୀ!

ନୂଆଦିଲ୍ଲୀ : ଆମେରିକାରେ ୩ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଭାରତୀୟ ମୂଳ ସିନେଟର କମଲା ହ୍ୟାରିସଙ୍କୁ ଚୟନ କରି ଭାରତୀୟ-ଆମେରିକୀୟ ଗୋଷ୍ଠୀ ଖୁସି ଅଛନ୍ତି। ଭାରତୀୟ-ଆମେରିକୀୟ ଗୋଷ୍ଠୀ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରି ପ୍ରଶଂସା କରିଛନ୍ତି। କମଲା ହ୍ୟାରିସ, ଯାହାଙ୍କ ପିତା ଜାମାଇକାରେ ଜନ୍ମିତ ଆଫ୍ରିକୀୟ ଏବଂ ମାଆ  ଭାରତୀୟ। ହ୍ୟାରିସଙ୍କ ମାଆ ଶ୍ୟାମାଲା ଗୋପାଲନ ଯେ କି  କର୍କଟ ଗବେଷକ…

Read More

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଭୂମିପୂଜନ; ମନ୍ଦିର ମଡେଲ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ…

Read More

କାନପୁରରେ ବିକାଶ ପୋଲିସ ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା; ପୋଲିସ ର ଆତ୍ମରକ୍ଷା ପାଇଁ ଗୁଳି ଚାଳନା

ଗୁରୁବାର ଦିନ ଉଜ୍ଜୈନ ମହାକଲ ମନ୍ଦିରରୁ ବିକାଶଙ୍କୁ ଗିରଫ କରାଯାଇଥିଲା ଟ୍ରାଞ୍ଜିଟ୍ ରିମାଣ୍ଡରେ ୟୁପି ଏସଟିଏଫ  ବିକାଶକୁ କାନପୁରକୁ ନେଇ ଯାଉଥିଲା କାନପୁରର ବିକରୁ ଗ୍ରାମରେ ସିଓ  ସମେତ ଆଠ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କର ଆଜି ସକାଳେ ଏନକାଉଣ୍ଟର ମୃତ୍ୟୁ ଘଟିଛି। ୟୁପି ଏସଟିଏଫ ଦଳ ଉଜ୍ଜୈନ ରୁ କାନପୁରକୁ ରିମାଣ୍ଡରେ ନେଇ ଯାଉଥିଲେ। କିନ୍ତୁ ସହର ପୂର୍ବରୁ ୧୭  କିମି ଦୂରରୁ କାଫିଲା ର ଏକ କାର ସକାଳ ୬.୩୦…

Read More