Ind vs Nz 2nd Odi Highlights: ନ୍ୟୁଜିଲାଣ୍ଡକୁ ୬୫ ରନ୍ରେ ପରାସ୍ତ କଲା ଭାରତ, ଚମକିଲେ ସୂର୍ଯ୍ୟକୁମାର
ମାଉଣ୍ଟ୍ ମୌଙ୍ଗନୁଇ: Ind vs Nz 2nd Odi Highlights: ଆଜି ରବିବାର ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ (India) ଏହି ମ୍ୟାଚ୍ ରେ ନ୍ୟୁଜିଲାଣ୍ଡକୁ (New Zealand) ୬୫ ରନ୍ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ୧୨୬ ରନ୍ରେ ଅଲ୍ଆଉଟ୍ କରିଛି। ଶେଷ ହୋଇଥବା ଟି-୨୦ ପରାଜୟକୁ ଭୁଲି ଭାରତ ତାର ବିଜୟ ଯାତ୍ରା ଆରମ୍ଭ କରିଛି। ଟିମ ଇଣ୍ଡିଆ ତରଫରୁ ଦୀପକ ହୁଡ଼ା (Deepak Hooda) ସର୍ବାଧିକ ୪ଟି ୱିକେଟ୍…
