Odisha: ଓଡିଶାର ବିରଜୁ ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ଫେରିଲେ, ଭୁଲି ଯାଇଛନ୍ତି ନିଜ ଭାଷା
ଭୁବନେଶ୍ୱର: ଏ କାହାଣୀ କୌଣସି ସିନେମା କାହାଣୀ ଠାରୁ କମ୍ ନୁହେଁ।ସେ କେବେ ଭାବିନଥିଲେ ଯେ ପୁଣି ନିଜ ଜନ୍ମମାଟି ଗାଁକୁ ଫେରିବେ ବୋଲି। ପାକିସ୍ତାନ (Pakistan) ର ଲାହୋରରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଓଡିଶା (Odisha) ର ୫୦ବର୍ଷିୟ ବିରଜୁ (Birju) ଶେଷରେ ନିଜ ଦେଶକୁ ଫେରିଛନ୍ତି। ସୁନ୍ଦରଗଡ(Sundergargh) ଜିଲ୍ଲାର ବାସିନ୍ଦା ବିରଜୁ ଶୁକ୍ରବାର ତାଙ୍କ ଘରେ ପହଞ୍ଚିଛନ୍ତି। ସୀମାରେ ବୁଲାବୁଲି ହେତୁ ସେ ହଠାତ୍ କେତେବେଳେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ…
