ଟ୍ୱିଟରରେ ପିଏମ ମୋଦୀଙ୍କ ୬ କୋଟି ଫୋଲୟର୍ସ
ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହିତ ଜଡିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟ୍ୱିଟରରେ ସବୁଠାରୁ ଅଧିକ ଅନୁସରଣ(Followers) କରୁଥିବା ନେତାଙ୍କ ମଧ୍ୟରେ ପିଏମ ମୋଦୀ ଅଛନ୍ତି। ବର୍ତ୍ତମାନ ସମୟରେ ତାଙ୍କ ଟ୍ୱିଟର (Twitter ) ଆକାଉଣ୍ଟରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟି ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ,ପିଏମ ମୋଦୀ ୨୦୦୯ ରେ ଟ୍ଵିଟର ରେ ଯୋଡି ହୋଇଥଲେ। ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ କୋଟି ଲୋକ…
