Home » international airport

ଉତ୍ତରପ୍ରଦେଶର କୁଶୀନଗର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଉତ୍ତରପ୍ରଦେଶର କୁଶୀନଗର ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଘୋଷଣାକୁ ଅନୁମୋଦନ କରିଛି। କୁଶୀନଗର ବିମାନବନ୍ଦର ଶ୍ରାବସ୍ତୀ, କପିଳାବସ୍ତୁ , ଲୁମ୍ବିନି ପରି ବୌଦ୍ଧ  ସାଂସ୍କୃତିକ ସ୍ଥାନ ନିକଟରେ ଅବସ୍ଥିତ ଓ କୁସିନଗର ନିଜେ ଏକ ବୌଦ୍ଧ  ସାଂସ୍କୃତିକ ସ୍ଥାନ। ଏହାକୁ ଆନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଘୋଷିତ କରାଯିବା ଦ୍ୱାରା ବିମାନ ଯାତ୍ରୀମାନଙ୍କ ପାଇଁ ଯୋଗାଯୋଗ ବୃଦ୍ଧି ହେବ ଏବଂ ପ୍ରତିଯୋଗୀତା ମଧ୍ୟ ହୋଇପାରିବ। ଖର୍ଚ୍ଚ ଯାତ୍ରା ପାଇଁ…

Read More