International Yoga Day: କରୋନା କାଳରେ ଯୋଗ ଏକ ଆଶାର କିରଣ: PM Modi
ନୂଆଦିଲ୍ଲୀ: ଆଜି ହେଉଛି ସପ୍ତମ ବିଶ୍ଵ ଯୋଗ ଦିବସ (International Yoga Day)। କରୋନା ଭୂତାଣୁ (Coronavirus) ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱ ଆଜି ଯୋଗ ଦିବସ ପାଳନ କରୁଛି। ଯୋଗ ଦିବସ ପାଇଁ ଏହି ବର୍ଷର ବିଷୟବସ୍ତୁ ହେଉଛି ‘ଯୋଗ ପାଇଁ ସୁସ୍ଥତା'(Yoga For Well-Being) ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ କୋଣରେ ଯୋଗ ଅଭ୍ୟାସ କରାଯାଉଛି।…
