IPL 2020:ମୁମ୍ବାଇ ଇଣ୍ଡିଆନ୍ସ ଠାରୁ କିଙ୍ଗସ ଏକାଦଶ ପଞ୍ଜାବ ୪୮ ରନରେ ପରାସ୍ତ, ରୋହିତ-ପୋଲାର୍ଡଙ୍କ ଯୋଡି କଲେ କମାଲ
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୩ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଗୁରୁବାର କିଙ୍ଗସ ଏକାଦଶ ପଞ୍ଜାବ (KXIP) କୁ ୪୮ ରନରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକ ରୋହିତ ଶର୍ମା(Rohit Sharma) ୭୦ ଓ କିରଣ ପୋଲାର୍ଡ (Kieron Pollard) ୪୭ ରନ ସ୍କୋର କରିଥିଲେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବକୁ ୧୯୨ ରନ୍ ଦେଇଥିଲା, ଏହାର ଉତ୍ତରରେ କେ.ଏଲ୍ ରାହୁଲ(KL Rahul) ଙ୍କ…
