Home » ipl2020
preity zinta

Watch IPL 2020: ଦୁଇଟି ସୁପର ଓଭର ପରେ KXIP ଜିତିଲା, ଏମିତି ଥିଲା ପ୍ରୀତି ଜିଣ୍ଟା ପ୍ରତିକ୍ରିୟା ଭିଡିଓ ଭାଇରାଲ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୩ ତମ ସିଜନରେ ଫ୍ରାଞ୍ଚାଇଜ୍ ଟିମ୍ କିଙ୍ଗ୍ସ ଏକାଦଶ ପଞ୍ଜାବର (KXIP) ସହ ମାଲିକ ପ୍ରୀତି ଜିଣ୍ଟା ତାଙ୍କ ଦଳର ଉତ୍ସାହ ପାଇଁ ପ୍ରାୟ ସମସ୍ତ ମ୍ୟାଚ୍‌ରେ ଷ୍ଟାଡିୟମରେ ନଜର ଆସିଛନ୍ତି। ପ୍ରୀତି ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଅଛନ୍ତି ଏବଂ ଦଳର ସମସ୍ତ ମ୍ୟାଚରେ ଷ୍ଟାଡିୟମକୁ ଆସୁଛନ୍ତି। ରବିବାର ଦିନ କିଙ୍ଗସ ଏକାଦଶ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ଦ୍ୱିତୀୟ ସୁପର ଓଭରରେ…

Read More
CSK win

IPL 2020 : ସେନ୍‌ ୱାଟସନ୍‌ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ କମାଲ, CSK ବିଜୟୀ

ଦୁବାଇ: ସେନ୍‌ ୱାଟସନ୍‌ ‌ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ ଯୋଡି ରବିବାରର ରାତି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଏକତରଫା ଭାବେ ୧୦ ୱିକେଟରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (KXIP) କୁ ପରାସ୍ତ କରିଛି। ଫର୍ମ ରେ ନଥିବା ଏବଂ ପ୍ରଥମ ୪ ମ୍ୟାଚ୍‌ରୁ ମୋଟ ୫୨ ରନ୍ କରିଥିବା ସେନ୍ ୱାଟସନ୍ (Shane Watson) ରବିବାର କିନ୍ତୁ ଦମଦାର ବ୍ୟାଟିଂ କରିଛନ୍ତି। ସେ ମାତ୍ର ୫୩ଟି ବଲରୁ ୮୩ ରନ୍ କରି…

Read More
virender-sehwag

IPL 2020: CSK ବ୍ୟାଟ୍ସମ୍ୟାନ୍ କୁ ପରବର୍ତ୍ତୀ ମ୍ୟାଚ୍ ରେ ଗ୍ଲୁକୋଜ ଖାଇ ବ୍ୟାଟିଂ କରିବାକୁ ଆସ ବୋଲି କହିଲେ ବିରେନ୍ଦ୍ର ସେହୱାଗ

ମୁମ୍ବାଇ: ୟୁଏଇ (UAE) ରେ ଚାଲୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ (IPL) ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତି ଏକ ଭଲ ଆରମ୍ଭ କରିଥିଲା।  କିନ୍ତୁ ଏହା ପରେ ଦଳ କ୍ରମାଗତ ଦୁଇଟି ମ୍ୟାଚ୍ ପରାଜୟର ସାମନା କରିବାକୁ ପଡିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂ ବିଭାଗରେ ସିଏସ୍‌କେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।  ଏହି ପରିସ୍ଥିତିରେ ଭାରତର ପୂର୍ବତନ ସଫଳ ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନି (MS…

Read More
DeanJones

Dean Jones: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ ମୁମ୍ବାଇରେ ହୃଦଘାତରେ ମୃତ୍ୟୁ;ବିରାଟ,ବିରେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ମୁମ୍ବାଇ: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ (Dean Jones) ହୃଦଘାତରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ବେଳକୁ ମୁମ୍ବାଇର ଏକ ହୋଟେଲ୍‌ରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସେ ୧୯୮୪ ରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ହାରରେ ୩,୬୩୧ ରନ୍ ସଂଗ୍ରହ କରିଥିଲେ। ସେ ୧୧ଟି ଶତକ ଏବଂ ୧୪…

Read More
punjab ipl

IPL 2020 Updates DC Vs KXIP: ଅମ୍ପାୟାରକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଅ: ବିରେନ୍ଦ୍ର ସେହୱାଗ

ଦୁବାଇ: ଆଇପିଏଲ୍ (IPL) ଦର୍ଶକ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିଛନ୍ତି। ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କିଙ୍ଗସ୍ ଏକାଦଶ ପଞ୍ଜାବ (Kings Xi Punjab) ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ମ୍ୟାଚ୍ ଡ୍ର ହୋଇଥିଲା। ତେଣୁ ଅନ୍ତିମ ଫଳାଫଳ ଜାଣିବା ପାଇଁ  ସୁପର ଓଭରର ମ୍ୟାଚ୍ ଆବଶ୍ୟକ ହେଲା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ବିଜୟ ହାସଲ କଲା।  କିନ୍ତୁ ଦିଲ୍ଲୀର ବିଜୟକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ବହୁ ପୂର୍ବତନ…

Read More
ipl t2020

IPL 2020 UAE: CSK ପ୍ରଥମ ମ୍ୟାଚରେ ବିଜୟୀ

ଆବୁଧାବୀ: ମହେନ୍ଦ୍ର ସିଂ ଧୋନି (Ms Dhoni) ଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଶନିବାର ଦିନ ଆବୁଧାବିରେ ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୦ ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ପାଞ୍ଚ ୱିକେଟ୍‌ରେ ପରାସ୍ତ କରି କରିଛି। ଏହି ବିଜୟ ସହିତ ଧୋନି ଅଧିନାୟକ ଭାବରେ ସିଏସକେ ପାଇଁ ୧୦୦ ଟି ମ୍ୟାଚ୍ ଜିତିବାର ରେକର୍ଡ ସୃଷ୍ଟି କରିଛନ୍ତି। ବିନା ଦର୍ଶକରେ ଖେଳା ଯାଇଥିବା ଏହି ମ୍ୟାଚରେ  ବିଶ୍ୱକପ…

Read More
IPL UAE

IPL2020 କାର୍ଯ୍ୟସୂଚୀ ଜାରି,ପ୍ରଥମ ମୁକାବିଲା ସିଏସକେ vs ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୩ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ବିସିସିଆଇ (BCCI) ଘୋଷଣା କରିଛି। କ୍ରିକେଟ୍ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଆଇପିଏଲ୍ ୨୦୨୦  କାର୍ଯ୍ୟସୂଚୀକୁ ଅପେକ୍ଷା କରି ରହିଛନ୍ତି। ବିସିସିଆଇ ୬ ସେପ୍ଟେମ୍ବର ରବିବାର ଦିନ ଆଇପିଏଲ୍ ର ୨୦୨୦ସିଜନ୍ ପୂର୍ଣ୍ଣ କାର୍ଯ୍ୟସୂଚୀକୁ ସାର୍ବଜନୀନ କରିଛି। ତେବେ ଆଇପିଏଲର ଏହି ସିଜିନର ଅନ୍ତିମ ମ୍ୟାଚ୍ (Final) କେଉଁଠାରେ ଖେଳାଯିବ ତାହା ଭାରତୀୟ କ୍ରିକେଟ୍ ବୋର୍ଡ ଆନୁଷ୍ଠାନିକ ଭାବେ…

Read More
Raina

ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ

ଚଣ୍ଡିଗଡ:ଦୁବାଇରୁ ଫେରିଆସିବାକୁ ନେଇ କ୍ରିକେଟର ସୁରେଶ ରୈନା (Suresh Raina )ଙ୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଥିଲା। ସୁରେଶ ରୈନା କହିଛନ୍ତି ଯେ ତାଙ୍କ ପିଉସୀଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ସୁଦ୍ଧା କିଏ ଏହି ଆକ୍ରମଣ କରିଛି ତାହା ମଧ୍ୟ ସେ ଜାଣି ନାହାଁନ୍ତି। ପରିବାର ଉପରେ ହୋଇଥିବା ଆକ୍ରମଣ କାରଣରୁ ଦୁବାଇରେ ଆଇପିଏଲ ( IPL )ଛାଡି ଦେଶକୁ ଫେରିଥିବା ରାଇନା ଗତ କିଛି ଦିନ ମଧ୍ୟରେ ତାଙ୍କ ପରିବାରରେ  କ’ଣ…

Read More

ଧୋନି କାହିଁକି ହଠାତ୍ ଅବସର ନେଲେ… ସୁନୀଲ ଗାଭାସ୍କର ତାର କାରଣ କହିଲେ

ନୂଆଦିଲ୍ଲୀ:ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍ ଆଉ କ୍ରିକେଟ ପ୍ରେମୀଙ୍କୁ ଦେଖିବାକୁ ମିଳିବନି। କ୍ରିକେଟରେ ଭାରତକୁ ବିଶ୍ୱ ସ୍ତରରେ ଏକ ଭିନ୍ନ ସ୍ଥାନକୁ ନେଇଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଗଣିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି  ଅଗଷ୍ଟ ୧୫ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଗତ ଏକ ବର୍ଷ ଧରି ତାଙ୍କ ଅବସର ନେଇ ଚାଲିଥିବା ଅନୁମାନ ମଧ୍ୟ ଶେଷ ହୋଇଥିଲା।   ମାହିଙ୍କ…

Read More

ENG v PAK ପ୍ରଥମ ଟେଷ୍ଟ: ଇଂଲଣ୍ଡ ପାକିସ୍ତାନକୁ ତିନି ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ

ମଞ୍ଚେଷ୍ଟର: କ୍ରିକେଟ ଖେଳରେ କିଛିବି ସମ୍ଭବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ଟେଷ୍ଟ କ୍ରିକେଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିବାର ସ୍ୱପ୍ନ ଦେଖୁଥିବା ପାକିସ୍ତାନ ସହିତ। ଘଟିଥିଲା।ଶୁକ୍ରବାର ପର୍ଯ୍ୟନ୍ତ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାକିସ୍ତାନର ହାତରେ ଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୨୭୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଟାର୍ଗେଟକୁ ପଛରେ…

Read More

ଇଂଲଣ୍ଡ ୩ୟ ଟେଷ୍ଟ ବିଜୟ ସହ ୨-୧ ରେ ସିରିଜ୍ ବିଜୟୀ

ମଞ୍ଚେଷ୍ଟର : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (Test series) ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ୨୬୯ରନ୍‌ର ବିଜୟ ହାସଲ କରିଛି। ଏହି ବିଜୟ ସହିତ ସିରିଜକୁ ୨-୧ ରେ ଜିତି ନେଇଛି। ଏହି ମ୍ୟାଚ ର  ଆଜି ଖେଳର ୫ମ ଦିନରେ ୱେଷ୍ଟଇଣ୍ଡିଜ୍ ଦଳ କୁ ବିଜୟ ପାଇଁ ୩୯୯ ର ବିରାଟ ଲକ୍ଷ୍ୟ  ଆୟୋଜକ ଇଂଲଣ୍ଡଦେଇଥିଲା । କିନ୍ତୁ  ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୨୯ ରନ୍ ସଂଗ୍ରହ…

Read More