Home » ISOLATION WARD

ତାଳଚେର ବ୍ଲକରେ ଧୀରେଧୀରେ ବଢୁଛିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା! ଅନୁଗୋଳ ଜିଲ୍ଲାରେ ମୋଟ ୩୪୫ ସଂକ୍ରମିତ

ଅନୁଗୋଳ : ଅନୁଗୋଳ ଜିଲ୍ଲାରୁ ରବିବାର ଦିନ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ୍ ଅଞ୍ଚଳରୁ ସର୍ବାଧିକ ୫ ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୪ , ୪୫ ଓ ୫୨ ବର୍ଷ ଅଟେ। ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ପଜିଟିଭ ହୋଇଛନ୍ତି। ଏହି…

Read More

ଅନୁଗୋଳ ରୁ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୩୯

ଅନୁଗୋଳ : (ମହିମାଲାଇଭ) ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୭ ଜଣ କୋଭିଡ଼ -୧୯ ପଜିଟିଭ ବାହାରିଛି। ବାହାରିଥିବା ୭ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳ ରୁ  ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସାମାନ୍ୟ ଲକ୍ଷଣ ଥୁବାରୁ ସେ ନିଜେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଵାବ ପରୀକ୍ଷା କରାଇଥିଲେ। ତାଂକର ପଜିଟିଭ ବାହାରିଥୁବା ଏହି ସ୍ଵାବ ପରିକ୍ଷାରୁ ଜଣାପଡିଛି। ତାଳଚେର ବ୍ଲକ ଅଞ୍ଚଳରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଠୀ…

Read More