Nobel Prize 2020: ରସାୟନ ବିଜ୍ଞାନ ପାଇଁ ଇମାନୁଏଲ୍ ଚାର୍ପେଣ୍ଟିଅର୍ ଏବଂ ଜେନିଫର୍ ଏ ଡୁଡନାଙ୍କୁ ନୋବେଲ ପୁରସ୍କାର
ରସାୟନ ବିଜ୍ଞାନ(Chemistry) ରେ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ବୁଧବାର ଘୋଷଣା କରାଯାଇଛି। ଫ୍ରାନ୍ସ (France) ର ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟିଅର୍ (Emmanuelle Charpentier)ଏବଂ ଆମେରିକୀୟ (American) ଜେନିଫର୍ ଏ ଡୁଡନା (Jennifer A. Doudna)ଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ୟାନେଲ୍ (Royal Swedish Academy of Sciences) ଏହି ପୁରସ୍କାର ଘୋଷଣା କରିଛି। ସେମାନଙ୍କର ଆବିଷ୍କାର ହେଉଛି, Crispr-Cas9 ଜେନେଟିକ୍ ସିଜର (Genetic scissors)…
