Home » jiofi
Paytm ban

Paytm : Google Play Store ରୁ ପେଟିଏମ୍ ଉଭାନ

ନୂଆଦିଲ୍ଲୀ : ଡିଜିଟାଲ୍ ପେମେଣ୍ଟ ସର୍ଭିସ୍ ଆପ୍ (Digital Payment Service) ପେଟିଏମ୍ (Paytm)  ଗୁଗୁଲ୍ ପ୍ଲେ ଷ୍ଟୋରରୁ (Google play store) ଉଭାନ ହୋଇଯାଇଛି। ଖବର ଅନୁଯାୟୀ, ପେଟିଏମର ଆପ୍ ଗୁଗୁଲର କିଛି ନୀତିର ଉଲ୍ଲଂଘନ କରିଥିଲା। ସୂଚନାଯୋଗ୍ୟ, ଗୁଗୁଲ ଏହାର ପ୍ଲାଟଫର୍ମରେ କୋଣସି ପ୍ରକାର ଜୁଆ ଖେଳ କିମ୍ବା ବେଟିଂ ଆପକୁ ଅନୁମତି ଦିଏ ନାହିଁ। କିନ୍ତୁ ଉପଭୋକ୍ତା ପେଟିଏମ୍ ଆପରୁ ଏକ ବେଟିଂ ଆପ୍ କୁ ଲିଙ୍କ ହେଉଥିଲା। ଗୁଗୁଲ୍ ପୂର୍ବରୁ ପେଟିଏମ୍…

Read More