ରିଅଲମି X3 ସୁପରଜୁମ୍ ଜୁନ୍ ୨୫ ରେ ଭାରତରେ ଲଞ୍ଚ
ରିଅଲମି ଏହାର ପରବର୍ତ୍ତୀ X3 ସ୍ମାର୍ଟଫୋନ୍ ସିରିଜ୍ ଭାରତରେ ୨୫ ଜୁନ୍ ରେ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ସହିତ ଏହି ସ୍ମାର୍ଟଫୋନ୍ ସିରିଜ୍ ବିଷୟରେ ଜଣାଇଛି । ରିଅଲମି X3 ସୁପରଜୁମ୍ ଗତ ମାସରେ ୨୬ ୟୁରୋପୀୟ ବଜାରରେ ଲଞ୍ଚ କରାଯାଇଥିଲା। ଡୁଆଲ୍ ପଂଚ-ହୋଲ୍ ଡିସପ୍ଲେ ପ୍ୟାନେଲ୍ ଏବଂ କ୍ୱାଡ୍ ରିୟର କ୍ୟାମେରା ସେଟ୍ ଅପ୍ ସହିତ ରିଅଲମି X3 ସୁପରଜୁମ୍ ଭାରତୀୟ ବଜାରରେ ଲଞ୍ଚ ରିଅଲମି ଏହାର ଅଫିସିଆଲ୍…
