Home » LATEST NEWS
Dhabaleswar Temple Bridge

Dhabaleswar Temple Bridge : ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ

କଟକ: Dhabaleswar Temple Bridge ଆସନ୍ତା ପଞ୍ଚୁକ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ। ବଡ ଏଲଇଡ୍ ସ୍କ୍ରିନ୍ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଧବଳେଶ୍ଵର ପୀଠକୁ ଯିବାକୁ ଝୁଲାପୋଲ (Dhabaleswar Temple Bridge) ଦୁର୍ବଳ ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା…

Read More
ind vs sa

IND Vs SA ODI Cricket: ଈଶାନ କିଶନଙ୍କ ଧୂଆଁଧାର ବ୍ୟାଟିଂ, ସିରଜ୍ ବରାବର

ରାଞ୍ଚି: IND Vs SA ODI Cricket ‘କର’ ବା ‘ମର’ ରାଞ୍ଚି ଦିନିକିଆରେ ଈଶାନ କିଶନ (Ishan Kishan) ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ, ଦକ୍ଷିଣ ଆଫ୍ରିକା (IND Vs SA ODI) କୁ ୭ ୱିକେଟ୍‌ରେ ପରାସ୍ତ କରି ଶିଖର ଧାୱନଙ୍କ ଦଳ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସି ସିରିଜ ବରାବର କରିଛି।   ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା, କାରଣ ଯଦି ଟିମ୍…

Read More
raimohan

Raimohan Parida: ରାଇମୋହନ ପରିଡାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ଵର: Odia actor Raimohan Parida Found Dead At Residence. ଆଉ ନାହାନ୍ତି ରାଇମୋହନ ପରିଡ଼ା। ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଏବଂ ଧାରାବାହିକର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ଆଜି ତାଙ୍କର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ରାଇମୋହନ ପରିଡ଼ାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଏହି ଖବର ଜଣାପଡିବା ପରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା…

Read More
indane lpg cylinder gas

LPG Gas-Petrol Diesel Price: LPG ଗ୍ୟାସ୍ ୫୦ ଟଙ୍କା ବଢିବା ସହିତ ପେଟ୍ରୋଲ ଡିଜେଲ ମହଙ୍ଗା

ନୂଆଦିଲ୍ଲୀ: LPG Cylinder-Petrol Diesel Update ଦେଶରେ କରୋନା ଭାଇରସ ମହାମାରୀ ଏବଂ ରୁଷ-ୟୁକ୍ରେନ (Russia-Ukraine) ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଥିଲା। ହେଲେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (LPG, Petrol and Diesel Price) ରେ ସ୍ଥିରତା ରକ୍ଷା କରାଯାଉଥିଲା। କିନ୍ତୁ ସୋମବାର ମଧ୍ୟରାତ୍ରରୁ ଏଲପିଜି ଗ୍ୟାସ୍ ଦର ସିଲିଣ୍ଡର ଏକାଥରକେ ୫୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ…

Read More
dharmendra pradhan

Panchayat Election Odisha: ସାମ୍ବାଦିକମାନଙ୍କୁ ହେଉଥିବା ଆକ୍ରମଣକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ  

ଭୁବନେଶ୍ଵର: Panchayat Election Odisha ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Minister of Education and Minister of Skill Development & Entrepreneurship-Dharmendra Pradhan)। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‍ କରି କହିଛନ୍ତି, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ (Media) ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ସେ…

Read More
Dharamshala-rain

Watch:ବାଦଲଫଟା ବର୍ଷାରେ ଭାସିଗଲା ଯାନବାହାନ,ବ୍ୟାପକ କ୍ଷୟକ୍ଷତି

ଶିମଲା: ହିମାଚଳ ପ୍ରଦେଶ (Himachal Pradesh) ର ଧର୍ମଶାଳା (Dharamshala) ଅଞ୍ଚଳରେ ବାଦଲଫଟା ବର୍ଷାରେ  ଅନେକ ଧ୍ୱଂସ ଘଟିଛି। ପ୍ରବଳ ବର୍ଷା କାରଣରୁ ବହୁ ପରିମାଣରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଖବର ରହିଛି। ଆଜିକାଲି ଧର୍ମଶାଳାରେ ପର୍ଯ୍ୟଟକଙ୍କ ଭିଡ ଜମିଛି। ଏହି ସମୟରେ ଏଭଳି ଘଟଣାରୁ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି। ସୋମବାର ସକାଳେ ମକ୍ଲୋଡଗଞ୍ଜଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଫାଗସୁରେ ଏହି ଘଟଣା ଘଟିଥିଲା। ଏହି କାରଣରୁ ନିକଟ ନଦୀରେ…

Read More
modi-odia new year

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି ୫ ମାସ ମିଳିବ ମାଗଣା ରାସନ,ମିଳିଲା କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (Pradhanmantri Garib Kalyan Yojana) ପର୍ଯ୍ୟାୟ-୪  ଅନ୍ତର୍ଗତ ଜୁଲାଇରୁ ନଭେମ୍ବର ୨୦୨୧  ପର୍ଯ୍ୟନ୍ତ ଅଧିକ ପାଞ୍ଚ ମାସ ପାଇଁ ଏନଏଫଏସଏ (National Food Security Act-NFSA) ହିତାଧିକାରୀମାନଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା ଲେଖାଏଁ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଏଥିରେ…

Read More
pmmodi-mahimalive

Cyclone Yaas:ୟାସ ବାତ୍ୟାର କ୍ଷୟ କ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆସନ୍ତା କାଲି ଆସିବେ ଓଡ଼ିଶା

ନୂଆଦିଲ୍ଲୀ: ୟାସ ବାତ୍ୟା (Cyclone Yaas) ର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍ ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ୪୬ଟି ଲେଖାଏଁ ଦଳ ସହିତ ଏନଡିଆରଏଫ (NDRF) ର ମୋଟ ୧୦୬ଟି ଦଳ ନିୟୋଜିତ କରାଯାଇଥିଲା। ଏମାନେ ଏକ ହଜାରରୁ ଅଧିକ…

Read More
Plus 2 Exam 2023 Time Table

Board Exam:ସରକାରଙ୍କ ବଡ ନିଷ୍ପତ୍ତି, ଜୁଲାଇ ୧ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଦ୍ୱାଦଶ ବୋର୍ଡ ପରୀକ୍ଷା (12th Board Examination) କିପରି ଏବଂ କେବେ କରାଯିବ ସେନେଇ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଥିବାବେଳେ ସ୍ଥିତିରେ ସୁଧାର ଆସିଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଦେବାକୁ କହିଛନ୍ତି। ଏଥି ସହିତ ମହାରାଷ୍ଟ୍ର କହିଛି ଯେ ଛାତ୍ରମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ହେଉଛି ସେମାନଙ୍କର ପ୍ରାଥମିକତା। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More
ration-mahimalive

Lockdown ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ, କଳାବଜାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ: ଖାଉଟି କଲ୍ୟାଣ ମନ୍ତ୍ରୀ

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଲକ୍‍ଡାଉନ୍‍ (Lockdown) ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଉଟି ସାମଗ୍ରୀର କଳାବଜାରକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଲକ୍‍ଡାଉନ୍‍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ୍‍ ମହଜୁଦ୍‍ ଓ କଳାବଜାର ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀ…

Read More
mamata

Watch: ପିଏମ ମୋଦୀଙ୍କ ସ୍କ୍ରୁ ଢିଲା, ଦେଶରେ ଶିଳ୍ପ ବିକାଶ ହ୍ରାସ ପାଉଛି କିନ୍ତୁ ତାଙ୍କ ଦାଢି ବଢୁଛି: ମମତା ବାନାର୍ଜୀ

କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗ (West Bengal) ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ (Vote) ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ମତଭେଦ ବୃଦ୍ଧି ପାଇଛି। ଆଜି ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍କ୍ରୁ ଢିଲା ଅଛି। ମମତା ବାନାର୍ଜୀ କହିଛନ୍ତି,…

Read More