PM Modi:ପିଏମ ମୋଦୀଙ୍କ ସମ୍ପତ୍ତି ଏକ ବର୍ଷରେ ୨୬.୨୬ % ବୃଦ୍ଧି, କେମିତି କରନ୍ତି ନିବେଶ?
ନୂଆଦିଲ୍ଲୀ: ଦେଖାଯାଏ ସାଧାରଣ ଲୋକମାନେ ସେମାନଙ୍କର ବେତନ(Salary) ର କିଛି ଅଂଶ ସଞ୍ଚୟ (Investment) କରନ୍ତି ଏବଂ କିମ୍ବା ଏହାକୁ ଏକ ଟର୍ମ ଫିକ୍ସଡରେ ଜମା କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ତାଙ୍କର ବେତନର କେତେ ଖର୍ଚ୍ଚ କରୁଛନ୍ତି ଏବଂ ସେ କେତେ ସଞ୍ଚୟ କରୁଛନ୍ତି। ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ ଭାରତୀୟଙ୍କ ପରି ପିଏମ ମୋଦୀ ମଧ୍ୟ ଟଙ୍କା ଖର୍ଚ୍ଚ…
