Home » LIFESTYLE
fast food

Fast Foods: ଅନୁସନ୍ଧାନରୁ ଜଣାପଡିଛି ଫାଷ୍ଟଫୁଡର ସୁଗନ୍ଧ ଅଧିକ ଆକର୍ଷିତ କରିଥାଏ

ମନୁଷ୍ୟର ପୂର୍ବପୁରୁଷମାନେ ଭୋକକୁ ଏଡାଇବା ପାଇଁ ଉଚ୍ଚ କ୍ୟାଲୋରୀ (Calories) ଯୁକ୍ତ ଖାଦ୍ୟ ସେବନ କରିବାକୁ ସୁଗନ୍ଧ ଦ୍ଵାରା ଖାଦ୍ୟର ଅନୁସନ୍ଧାନ କରୁଥିଲେ। ଏହି ଦକ୍ଷତା ହେତୁ, ଆମେ ବର୍ତ୍ତମାନ ଫାଷ୍ଟଫୁଡ୍ ଗନ୍ଧ କୁ ବେଶୀ ମନେ ରଖିଥାଉ। ନେଦରଲ୍ୟାଣ୍ଡର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଅନୁସନ୍ଧାନରେ ଅଂଶଗ୍ରହଣକାରୀମାନେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ତୁଳନାରେ ଉଚ୍ଚ କ୍ୟାଲୋରୀ ଫାଷ୍ଟଫୁଡ୍କୁ (Fast Food) ଅଧିକ ସ୍ମରଣ କରିପାରୁଛନ୍ତି। ୱାଗେନିଙ୍ଗେନ୍ ବିଶ୍ୱବିଦ୍ୟାଳୟ (Wageningen University)ର ଅନୁସନ୍ଧାନକାରୀ ଦଳ ୫୧୨ ଅଂଶଗ୍ରହଣକାରୀଙ୍କୁ…

Read More

ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…

କିଛିଦିନ ତଳେ ନେପାଳର ପ୍ରଧାନମନ୍ତ୍ରୀ ଓଲି ଏକ ବିବାଦୀୟ  ବିବୃତ୍ତି ଦେଇଥିଲେ। ତାଙ୍କ କହିବା ଅନୁସାରେ  ଆଜି ପର୍ଯ୍ୟନ୍ତ ସେମାନେ ଭାବୁଥିଲେ ଥିଲେ ଯେ ଆମର ସୀତା ଭାରତୀୟ ଶ୍ରୀରାମଙ୍କୁ ବିବାହ କରିଥିଲେ। ଯେତେବେଳେ ଶ୍ରୀରାମ ଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ନେପାଳ। ଏହି ଦାବି ପରେ ନେପାଳର ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଏହାର ପ୍ରମାଣ ସଂଗ୍ରହ କରିବାକୁ ଅଧ୍ୟୟନ କରିବାକୁ ଯାଉଛି। ନେପାଳର ପ୍ରଧାନମନ୍ତ୍ରୀ ଅଲିଙ୍କ ଦାବି ପରେ ବହୁ ବିବାଦ ଦେଖାଦେଇଥିଲା। ନେପାଳର ବୈଦେଶିକ…

Read More