Home » Lightning
bijili

ଦୁଃଖଦ ଖବର: ବଜ୍ରପାତ ଯୋଗୁଁ ୬୧ ଜଣଙ୍କ ମୃତ୍ୟୁ

ଜୟପୁର: ମୌସୁମୀ (Monsoon) ଆରମ୍ଭ ହେବା ସହିତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଯେତେବେଳେ ପାଗ ବଦଳିଗଲା, ଲୋକମାନେ ବୁଲିବାକୁ ବାହାରିଲେ। ବଜ୍ରପାତ (Lighting) ଯୋଗୁଁ ୬୧ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୪୧ ଟି ଉତ୍ତରପ୍ରଦେଶ (Uttar Pradesh) ରେ ଘଟିଛି। ୟୁପିରେ ସର୍ବାଧିକ ସଂଖ୍ୟାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରୟାଗରାଜ (Prayagraj) ରେ ବଜ୍ରପାତ ଯୋଗୁଁ ସର୍ବାଧିକ ୧୪ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଜିଲ୍ଲାରେ ବଜ୍ରପାତ କାରଣରୁ ପ୍ରାଣ ହରାଇଥିବାରୁ…

Read More