Home » List of Bus Fare in odisha
Bus_Fare

Bus Fare:ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା

ଭୁବନେଶ୍ଵର: ତୈଳଦର ବୃଦ୍ଧି କୁ ନେଇ ରାଜ୍ୟରେ ବସ ଭଡ଼ା (Bus Fare) ପୁଣି ଥରେ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି। କିନ୍ତୁ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ତ୍ତମାନ ଅର୍ଡିନାରୀ ଓ…

Read More
Bus_Fare

Bus: ଧାର୍ଯ୍ୟ ଭଡା ଠାରୁ ଅଧିକା ପଇସା ନେଲେ ବସ ପରମିଟ କ୍ୟାନସେଲ ହେବ: ଓଡ଼ିଶା ପରିବହନ କମିସନର

ଭୁବନେଶ୍ଵର: ରାଜ୍ୟରେ କିଛି ବସ୍‍ ଯାତ୍ରୀମାନଙ୍କ ଠାରୁ ଅଧିକ ବସ୍‍ ଭଡା ଆଦାୟ କରୁଥିବା ଜଣାପଡ଼ିବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ଘୋଷଣା କରିଥିବା ବସ୍‍ଭଡା ଅପରିବର୍ତ୍ତିତରହିଛି। ତେଣୁ କୌଣସି ପରିସ୍ଥିତିରେ ଅଧିକ ଭଡା ଆଦାୟ କରୁଥିବା ବସ୍‍ ଗୁଡ଼ିକୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃ କ୍ଷ କହିଛନ୍ତି। ଗତକାଲି ଏହି…

Read More