୭୪ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀନଗରରେ…
ଶ୍ରୀନଗର: ୭୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଶ୍ରୀନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଲାଇଭ ପ୍ରଦର୍ଶନ କରିଥିଲା। ଏହି ଲାଇଭ୍ ସ୍କ୍ରିନ୍ ଗୁଡିକ ଟିଆରସି କ୍ରସିଂ, ଶ୍ରୀନଗରର ଜାହାଙ୍ଗୀର ଚୌକ ସହିତ ଅନ୍ୟାନ୍ୟ ମୁଖ୍ୟ ସ୍ଥାନରେ ପ୍ରୋଜେକ୍ଟର୍ ଲଗାଯାଇଥିଲା।ପ୍ରଧାନମନ୍ତ୍ରୀଙ୍କ ଭାଷଣ ବଡ଼ ପରଦାରେ ସିଧା ପ୍ରଦର୍ଶିତ ହୋଇଥିଲା। ଏହା ପ୍ରଥମ ଥର ପାଇଁ ଶ୍ରୀନଗର ଅଞ୍ଚଳରେ ବଡ ପରଦାରେ ପ୍ରଧାନମନ୍ତ୍ରୀଙ୍କ…
