କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ୍ ଙ୍କ ପରଲୋକ
ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ତଥା ଲୋକ ଜନ ଶକ୍ତି ପାର୍ଟିର ବରିଷ୍ଠ ନେତା ରାମବିଳାଶ ପାଶୱାନ୍ ଙ୍କ ର ଗୁରୁବାର ପରଲୋକ ଘଟିଛି। ତାଙ୍କ ପୁତ୍ର ଚିରାଗ ପାଶୱାନ୍ ଟ୍ଵିଟ କରି ସୂଚନା ଦେଇଛନ୍ତି। ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ୭୪ ବର୍ଷୀୟ ରାମ ଭିଲାସ ପାସୱାନ ଗତ କିଛି ମାସ ଧରି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ଗତ…
