ଅନୁଗୋଳ ରେ ଆଜି ୭ କରୋନା ଆକ୍ରାନ୍ତ ଚିହ୍ନଟ ,ମୋଟ ପଜିଟିଭ ୨୫୨ରେ
ଅନୁଗୋଳ: ଆଜି ଅନୁଗୋଳ ରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତ ଙ୍କ ମଧ୍ୟରେ ଅନୁଗୁଳ ବ୍ଲକ ଅଞ୍ଚଳରୁ ୨ଜଣ , ଅନୁଗୁଳ ପୈାରାଞ୍ଚଳ ,ବଅଁରପାଳ ବ୍ଲକ ,ତାଲଚେର ବ୍ଲକ ,ଛେଣ୍ଡିପଦା ବ୍ଲକ ଓ କଣିହାଁ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ବ୍ଲକ ଅଞ୍ଚଳର ୩୪ ଓ ୨୭ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ପୈାରାଞ୍ଚଳରୁ ଜଣେ ୪୯ ବର୍ଷିୟ ପୁରୁଷ କେରଳରୁ ଫେରି…
