Cuttack:ତିର୍ତ୍ତୋଲ ନାବାଳିକା ଘଟଣାରେ ଦୁଇ ଗିରଫ; କଂଗ୍ରେସ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ
କଟକ: କଟକ (Cuttack) ର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ତିର୍ତୋଲ ଅଂଚଳର ଜଣେ ନାବାଳିକାକୁ ଦୀର୍ଘ ୨୨ ଦିନ ବନ୍ଦି କରି ରଖି ଦୁଷ୍କର୍ମ ଅଭିଯୋଗ ମାମଲାରେ ଦୁଇଜଣଙ୍କୁ ଆଜି ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଛି। ଏହି ଘଟଣାଟି ପୋକ୍ସୋ ଆଇନରେ ମାମଲା ରୁଜୁ…
