India-China LAC Update: ଚୀନ୍ର ନୂଆ କୌଶଳ ଭାରତୀୟ ସେନାଙ୍କ ପାଇଁ ଲାଉଡ ସ୍ପିକରରେ ବଜାଉଛି ପଞ୍ଜାବୀ ଗୀତ
ଲେହ: ଏଲଏସି (LAC) ଉପରେ ଭାରତ-ଚୀନ୍ ସୀମା ମଧ୍ୟରେ ତିକ୍ତତା ଦିନ କୁ ଦିନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିନା ଯୁଦ୍ଧରେ ଭାରତୀୟ ସେନାକୁ ପରାସ୍ତ କରିବାକୁ ଚୀନ୍ ଏକ ନୂଆ ଷଡଯନ୍ତ୍ର ସୃଷ୍ଟି କରିଛି। ଚାଇନା ଫିଙ୍ଗର -୪(Finger 4) ଅଞ୍ଚଳରେ ଏଲଏସି ଉପରେ ଲାଉଡ ସ୍ପିକର ଲଗାଇଛି। ଚୀନ୍ ଏହି ଲାଉଡ ସ୍ପିକରରେ ପଞ୍ଜାବୀ ଗୀତ ବଜାଉଛି । ଏହା ଏକ ନୂତନ ରଣନୀତିର ଅଂଶ ଭାବରେ ଚୀନ୍ ଲାଉଡ ସ୍ପିକର ମାଧ୍ୟମରେ…
