Home » LPG
Dharmendra Pradhan

LNG: ଏଲ୍‍ଏନ୍‍ଜି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପରିବହନ କ୍ଷେତ୍ରରେ ଲିକ୍ୟୁଫାଏଡ୍‍ ନ୍ୟାଚୁରାଲା ଗ୍ୟାସ୍‍ (LNG) ଭଳି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରାୟତ ପ୍ରାକୃତିକ ଗ୍ୟାସ୍‍ ବିତରଣ କମ୍ପାନୀ ଗେଲ୍‍ (GAIL) ଏବଂ ଭାରତୀୟ ଅଟୋମୋବାଇଲ୍‍ ନିର୍ମାଣକାରୀ ସଂଘ ସିଆମ୍‍ ପକ୍ଷରୁ ଗତକାଲି ଆୟୋଜିତ ପରିବହନ ଇନ୍ଧନ ଭାବେ ଏଲଏନଜି ଶୀର୍ଷକ ଏକ ୱେବିନାରରେ ଯୋଗଦେଇ…

Read More

ମୋଦୀ ସରକାର ୬୫ଯୋଜନାରେ ୬୦,୮୬୫ କୋଟି ଟଙ୍କା ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାରେ ଦେଇଛନ୍ତି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ୬୫ ଟି ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର ହିତାଧିକାରୀମାନେ ଡ଼ିବିଟି ଜରିଆରେ ତଥା ସିଧାସଳଖ ବ୍ୟାଙ୍କ୍ ଖାତାରେ ୬୦ ହଜାର ୮୬୫ କୋଟି ଟଙ୍କା ପାଇଛନ୍ତି। ଓଡ଼ିଶା ଭଳି ଗ୍ରାମ୍ୟ ଅର୍ଥନୀତି ଅଞ୍ଚଳରେ ଡିବିଟି ଉଭୟ ସରକାର ଏବଂ ଲାଭାର୍ଥୀଙ୍କୁ ସହାୟକ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ମୋଦୀ ସରକାରଙ୍କ…

Read More

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ : ଧର୍ମେନ୍ଦ୍ର ପ୍ରଧାନ ଓଡିଆ ଦୁଇ ଛାତ୍ର ସୋନିକ କିରନ ଦାଶ ଏବଂ ସୌମେନ ମହାପାତ୍ର ସାମିଲ ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି। ଏହାକୁ ଧ୍ୟାନରେ ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତ୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ ସୁଯୋଗରେ ପରିଣତ କରାଯାଇପାରିବ ବୋଲି ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ…

Read More

ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ଆଉ ୩ ମାସ ବୃଦ୍ଧି; ଦେଶର ଗରିବ ମାଆ ଓ ଭଉଣୀଙ୍କୁ ଲାଭ ଦେବ– ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦେଶର ଗରିବ ମାଆ ଓ ଭଉଣୀମାନଙ୍କୁ ଲାଭ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା। ତଦନୁସାରେ ୧ ଜୁଲାଇ ଠାରୁ ୩ ମାସ ପାଇଁ…

Read More

ଭାରତର ଉଜ୍ଜଳା ଯୋଜନାର ସଫଳତା ବାଂଲାଦେଶରେ ସାମାଜିକ ପରିବର୍ତ୍ତନ ଆଣିବ : ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ସଲମାନ ଫଜଲୁର ରହମାନ ଓ  ଶକ୍ତି ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ଶ୍ରୀ ନାସରୁଲ ହମିଦଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ୍ ର ଦୁବାଇ ସ୍ଥିତ ସହାୟକ କମ୍ପାନୀ ଆଇଓସି ମଧ୍ୟ-ପୂର୍ବ ଏଫଜେଡଇ ଏବଂ ବେକ୍ସିମୋ ଗ୍ରୁପ୍ ର ଆରଆର ହୋଲଡିଂ ଲିମିଟେଡ୍ ମଧ୍ୟରେ ମିଳିତ ଉଦ୍ୟମ ଚୁକ୍ତି ହୋଇଛି। ଏହି ମିଳିତ ଉଦ୍ୟୋଗ ମାଧ୍ୟମରେ ବାଂଲାଦେଶ…

Read More