Typhoon Goni: ସୁପର ଟାଇଫୁନ୍ ଗୋନିର ଫିଲିପାଇନ୍ସରେ ଦୁଇଟି ଲ୍ୟାଣ୍ଡଫଲ୍
ଲୁଜୋନ (Luzon): ପୂର୍ବ ଫିଲିପାଇନ୍ସରେ (Eastern Philippines) ଏକ ସୁପର ଟାଇଫୁନ୍ ଗୋନି (Super Typhoon Goni) ଦୁଇଟି ଲ୍ୟାଣ୍ଡଫଲ୍ (Landfall) କରି ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ଆଣିଛି ଯାହାଫଳରେ ୧୦ ଲକ୍ଷ ଉପରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଶାସନ ଦ୍ଵାରା ସ୍ଥାନାନ୍ତର କରାଯାଇଛି। ଟାଇଫୁନ୍ ଗୋନି (Typhoon Goni) ଚଳିତ ବର୍ଷ ଦୁନିଆର ସବୁଠାରୁ ଶକ୍ତିଶାଳୀ ଝଡ ଅଟେ, ଯାହାକି ୨୨୫ କିଲୋମିଟର ସ୍ଥାୟୀ ପବନ ବେଗ ଥିଲା କିନ୍ତୁ ଏହା ୩୧୦ କିଲୋମିଟର…
