ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ
ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ କରୋନା ରେ ସଂକ୍ରମୟତ ହୋଇଛନ୍ତି। ସେ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କୋଭିଡ -୧୯ ର ଲକ୍ଷଣ ଅନୁଭବ କରୁଥିଲି, ପରୀକ୍ଷା ପରେ ମୋର ରିପୋର୍ଟ ପଜିଟିଭ ଆସିଛି। ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯିଏ ମୋ ସହିତ ଯୋଗାଯୋଗରେ ଥିଲେ, ସେମାନେ କରୋନା ପରୀକ୍ଷା କରାଇନିଅନ୍ତୁ ଏବଂ କ୍ୱାରାଣ୍ଟାଇନ୍ ରେ…
